କୁଳାଙ୍ଗାର ଉବାଚ : ଦିବ୍ୟଦୃଷ୍ଟି
କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
ଖବରକାଗଜ ଧରି ପଢୁଥିଲି
ଧରା ପଡିଛି ରାଣୀ ମହୁମାଛି;
ଭାବିଲି ଯାହା ହେଉ ସହରରେ ବି
ଅସଲି ମହୁ ଉତ୍ପାଦନର ସୁବିଧା ଅଛି!
ଦୁଇଜଣ ବାବାଜୀ ଏତିକି ବେଳେ
ଘରେ ପହଁଚି କହିଲେରେ ବାବୁ;
ତୁ ଟିକେ ବୁଝାବୁଝି କର
ଆମେମାନେ ସିନେ ପ୍ରଯୋଜକ ହେବୁ!…