Latest Odisha News

BREAKING NEWS

ଆସିଲା ୬୧, ୬୨, ୬୩, ୬୪, ୬୫ ଓ ୬୬ନଂ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତୁ ଜାଣିବା ସେ ସମ୍ପର୍କରେ । କେସ୍ ନଂ-୬୧: ୬୧ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ନେଳିଆବାଗର ୫୮…

ଗୋଟିଏ ଦିନରେ ସୁସ୍ଥ ହେଲେ ୭୦୫ କାରୋନା ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଦେଶ ପାଇଁ ଆସିଛି ଏକ ବଡ ଖୁସି ଖବର । ଗତ ୨୪ ଘଂଟା ମଧ୍ୟରେ ୭୦୫ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ୍…

ନୂଆ ଲୁକ୍‌ରେ କପିଲ ଦେବ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ସାମ୍ନାକୁ ଆସିଛି ପୂର୍ବତନ ଭାତରୀୟ କ୍ରିକେଟର କପିଲ ଦେବଙ୍କ ନୂଆ ଲୁକ୍ । ତାଙ୍କର ଏବେ ନୂଆ ଲୁକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯିଏ ବି ତାଙ୍କ ନୂଆ ଲୁକ୍ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ନିଜ ମୁଣ୍ଡରୁ ସବୁ…

ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୫ ମନ୍ତ୍ରୀ

ଭୋପାଲ: ଲକଡାଉନ ମଧ୍ୟରେ ଏବଂ ପ୍ରାୟ ଏକ ମାସ ପରେ ମଧ୍ୟପ୍ରଦେଶର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ଆଜି ମଧ୍ୟପ୍ରଦେଶର ୫ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୫ ବିଧାୟକଙ୍କ ମଧ୍ୟରେ ସିନ୍ଧିଆଙ୍କ ୨ ସମର୍ଥକ ଅଛନ୍ତି । ତେବେ ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ…

ମଦ ପିଇ ବିଧାନସଭା ଆସିଲେ ଚାକିରୀ ଯିବ: ବାଚସ୍ପତି

ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ…

ୱେବ୍‌ସାଇଟ ଜରିଆରେ ଚାଷୀଙ୍କ ପାଇଁ ସୃଷ୍ଟି ହେବ ବଜାର

ଭୁବନେଶ୍ୱର: ଚାଷୀଙ୍କ ପନିପରିବା ବିକ୍ରି ପାଇଁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ବିକ୍ରି ଯୋଗ୍ୟ ପନିପରିବାକୁ ବଜାରକୁ ଆଣିବାକୁ କୃଷି ବିଭାଗ ଆରମ୍ଭ କଲା ନୂଆ ୱେବ ସାଇଟ। odihortmarketing.nic.in ୱେବସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ। ସାରା ଓଡ଼ିଶାର ୧୫୦୦ ରୁ ଅଧିକ…

୩ ଦିନ ଚାଲିବା ପରେ ଅଧା ବାଟରେ ହିଁ ଚାଲିଗଲା ୧୨ ବର୍ଷ ଝିଅର ଜୀବନ

ରାୟପୁର: ଘରେ ପହଂଚିବା ପୂର୍ବରୁ ଉଡିଗଲା ପ୍ରାଣ ବାୟୁ । ଦୀର୍ଘ ୩ ଦିନ ଚାଲିବା ପରେ ଚାଳିଗଲା ନାବାଳିକାର ଜୀବନ । ଘରଠାରୁ କିଛି ଦୂରରେ ହିଁ ଟଳିପଡିଲେ ୧୨ ବର୍ଷର ନାବାଳିକା । ଅଧରା ରହିଗଲା ତାର ଘରେ ପହଂଚିବା ସ୍ୱପ୍ନ । କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହାରି ଭିତରେ…

୨ ମାସରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଆସିଛନ୍ତି ୨୮ ଶହ ଲୋକ

ବାଲେଶ୍ୱର: ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍‌ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ…

କରୋନା ଯୋଦ୍ଧାଙ୍କୁ ସହିଦ ସମ୍ମାନ, ମିଳିବ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ବିରୋଧୀ ଲଢେଇରେ ଆଗଧାଡିରେ ରହି ଦେଶର ରକ୍ଷକ ସାଜିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସରକାର ଏହି ଘୋଷଣା କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ…