ଋଷ ଭାରତ ଓ ଚୀନ ପାଇଁ ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରୁ ନାହିଁ: ଆଣ୍ଟୋନି ବ୍ଲିଙ୍କେନ୍
ନୂଆଦିଲ୍ଲୀ: ଋଷିଆ ଯୁଦ୍ଧ ସମାପ୍ତ ପାଇଁ ୟୁକ୍ରେନ୍ ଉପରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିସାରନ୍ତାଣି। କେବଳ ଭାରତ ଓ ଚୀନ ପାଇଁ ସେ ଏପରି କରିପାରୁ ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।
ଆଗକୁ ଜି-୨୦ ସମ୍ମଳନୀରେ ଯୋଗ ଦେବା ପାଇଁ ବ୍ଲିଙ୍କେନ ଭାରତ…