Latest Odisha News

BREAKING NEWS

IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମେତ ପତ୍ନୀ ରାବଡ଼ି ଦେବୀ ଓ ଝିଅଙ୍କୁ ସମନ କଲେ କୋର୍ଟ

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ସମନ କଲେ ଦିଲ୍ଲୀର ରୋଉଜ୍ ଏଭିନ୍ୟୁ କୋର୍ଟ। ଭାରତୀୟ ରେଳବାଇ କ୍ୟାଟେରିଂ ଏବଂ ଟୁରିଜିମ୍ କରପୋରେସନ(IRCTC) ଦୁର୍ନୀତି ଅଭିଯୋଗରେ ଏହି ସମନ କରାଯାଇଛି। ଏଥିରେ ଜମି ନେଇ ରେଳବାଇରେ…

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ ହୋଇଛି। ରବିବାର ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଥିବା ସଚନା ମିଳିଛି। ଖବର ଅନୁସାରେ, ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ…

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦରୋଗ ଚିକିତ୍ସା

ନବରଙ୍ଗପୁର: ନବରଙ୍ଗପୁରବାସୀଙ୍କ ପାଇଁ ଖୁସୀ ଖବର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦ ରୋଗ ଚିକିତ୍ସା। ଏଥିପାଇଁ ଆବଶ୍ୟକୀୟ ମେସିନ୍‌ କଣିଯିବା ସହ ଓ ଡାକ୍ତର ନିଯୁକ୍ତ କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ରର ଦୁଇ ଦିନ…

କେନ୍ଦ୍ରମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଟେକା ପଥର ମାଡ; ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡିର ଡୋର କାଚ

କୋଲକାତା: କେନ୍ଦ୍ର ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକଙ୍କ କାର୍କେଡ୍ ଉପରେ ଆକ୍ରମଣ। ଟେକାପଥର ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡ଼ି ଡୋର କାଚ। ତୃଣମୁଳ କଂଗ୍ରେସର ସମର୍ଥନକାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ନୀତୀଶ ପଶ୍ଚିମବଙ୍ଗର…

ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ରାଜି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସହଯୋଗ କରିବାକୁ ରାଜି। ଶନିବାର  ଜର୍ମାନୀ ଚାନ୍‌ସେଲର ଓଲାଫ ସୋଲ୍‌ଜଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତ ଋଷ ବିରୋଧୀ ଭୋଟିଂରୁ ବିରତ…

ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ଇଣ୍ଡିଆବୁକ୍ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଲେ ଅଢେଇ ବର୍ଷର ଶିଶୁ ପ୍ରିୟାଂଶୁ

ଭୁବନେଶ୍ୱର: ବୟସ ମାତ୍ର ୨ ବର୍ଷ ଚାରି ମାସ। ଅବିଶ୍ୱସନୀୟ ସ୍ମରଣ ଶକ୍ତି। ମନେ ରଖିଛନ୍ତି ଇଂରାଜୀର ଅକ୍ଷର, ୮ ପୂଜନୀୟ ସ୍ଥାନ, ମାନବଶରୀର ଅଙ୍ଗପ୍ରତ୍ୟଙ୍ଗ,  ପର୍ବପର୍ବାରଣୀ ପଶୁପକ୍ଷୀ ଏମିତି ଅନେ କଥା। ଏତେ କମ୍ ବୟସରେ ଏତେ ସବୁ ମନେ ରଖି ସମସ୍ତଙ୍କୁ ବିସ୍ମୟ କରିଥିବା ବାଳକ ପ୍ରିୟାଂଶୁ…

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ। ଏହି ସାପଟି ବିମାନ ବନ୍ଦର ପରିସରରେ ପୁରୁଣା ଆପ୍ରନ୍‌ରୁ ବାହାରି ନବ ନିର୍ମିତ ଆପ୍ରନରେ ପହଞ୍ଚି ସ୍ଥିର ହୋଇ ଶୋଇଥିବା ବେଳେ ସିଆଇଏସଏଫ୍ ଯବାନଙ୍କ ନଜର ପଡ଼ିଥିଲା। ସାପ ଉଦ୍ଧାର ପାଇଁ ଏୟାରପୋର୍ଟ…

ଜଳିଲା ଚିଲିକା ନଳବଣ; ଜୈବ ବିବିଧତା ପ୍ରତି ବିପଦ

ଟାଙ୍ଗୀ: ଚିଲିକା ନଳବଣରେ ନିଆଁ ଲାଗିଛି। ହୁତ ହୁତ ହୋଇ ଜଳୁଛି ନଳଘାସ। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ ଓ ସୋରଣ ଗଁ ମଧ୍ୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଭୟଙ୍କର ନିଆଁ ଲାଗିଥିବାରୁ ଚିଲିକା ଜଳଚର ପ୍ରଣୀ ଜୀବନ ବିପଦରେ ପଡ଼ିଛି। ତେବେ ନିଆଁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତିନି ଥର ଗ୍ରାମୀ ଆୱାର୍ଡ ୱିନର ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଲେ ତୃତୀୟ ଥର ଗ୍ରାମୀ ଆୱାର୍ଡ ବିଜେତା ସଂଗୀତ ନିର୍ଦ୍ଦେଶକ ଡ. ରିକି କେଜ୍‌। ଶୁକ୍ରବାର ସେ ନବୀନ ନିବାସ ଯାଇ ସେଠାରେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛଛ ନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଉପଲବ୍‌ଧି ପାଇଁ ରିକି କେଜ୍‌ଙ୍କୁ ବଧେଇ…

ନକ୍ସଲ ଗୁଳିରେ ୩ ଜବାନ ସହିଦ; ୨ ଆହତ

ମାଲକାନଗିର: ପୁଣି ଛତିଶଗଡ଼ରେ ଲାଲ୍‌ ବାହିନୀଙ୍କ ଆତଙ୍କ। ନକ୍ସଲ ଗୁଳିରେ ସହିଦ ହେଲେ ଜବାନ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ତିନି ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ (ଡିଆରଜି) ଜବାନ ଶହିଦ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜବାନ ଆହତ ମଧ୍ୟ ହୋଇଛନ୍ତି। ସହିଦ…