Latest Odisha News

BREAKING NEWS

ମୋଦୀଙ୍କୁ ବଦନାମ କରିବାକୁ ହେଉଛି ବିଦେଶୀ ପାଣ୍ଠି ଯୋଗାଣ; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଦେଶରେ ହେଉଛି ଷଡ଼ଯନ୍ତ୍ର। ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ଆମେରିକା ଆରବପତି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇାରାନୀ। ଆମେରିକା ଆରବବତି ଜର୍ଜ ସୋରୋସ ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍; ବିଜେପିର ଆପ୍‌କୁ…

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଆର୍ଥିକ ହେର୍‌ଫେର୍‌ ମାମଲାରେ ତିହାର ଜେଲ୍‌ରେ ଥିବା ବେଳେ ତାଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ସତୈନ୍ଦ୍ର ଜୈନ୍‌ ୨୦୨୨ ମେ ୨୯ ତାରିଖରେ ଶେଷ ଟ୍ୱିଟ୍ କରିଥିଲେ। ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ଏହି…

ଭାରତରେ ଅଫିସ୍ ବନ୍ଦ କଲା ଟ୍ୱିଟର; କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଅଫିସ ବନ୍ଦ କଲା ଟ୍ୱିଟର। କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଲା କମ୍ପାନୀ। ଭାରତରେ ଟ୍ୱିଟର ୩ ଅଫିସ ରହିଥିବା ବେଳେ ସେଥିରୁ ଦୁଇଟିକୁ ବନ୍ଦ କରିଦେଇଛି। ବନ୍ଦ ହୋଇଯାଇଥିବା ଦୁଇଟି ଅଫିସ ଦିଲ୍ଲୀ ଓ ମୁମ୍ବାଇର। ଏଲନ ମସ୍କ ଯେବେ ଠାରୁ ଟ୍ୱିଟର…

ଏବେ ୬୫ ରୁ ଅଧିକ ବୟସ୍କ ରୋଗୀ ଅଙ୍ଗ ଗ୍ରହଣ ପାଇଁ ନାଁ ପଞ୍ଜିକରଣ କରିପାରିବେ

ନୂଆଦିଲ୍ଲୀ: ଏବେ ୬୫ ବର୍ଷରୁ ଅଧିକ ବୟସ୍କ ରୋଗୀ ମୃତ ବ୍ୟକ୍ତିଙ୍କୁ ଠାରୁ କିଡନୀ ଗ୍ରହଣ କରିବା ପାଇଁ ନିଜ ନାଁକୁ ପଞ୍ଜିକରଣ କରିପାରିବେ। ଅଙ୍ଗଦାନ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ନିୟମରେ ପରିବର୍ତ୍ତନ କରିବାକୁ…

ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଟ୍ୱିଟ୍ କରି ଏହି…

ଇମ୍ରାନଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ ! ରୋକିବାକୁ ଘର ବାହାରେ ପିଟିଆଇ କର୍ମୀଙ୍କ ଭିଡ଼

ଇସ୍‌ଲାମାବାଦ: ପାକିସ୍ତାନରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଭୟରେ ନିଜକୁ ଘର ଭିତରେ କଏଦ କରି ରଖିଥିବା ବେଳେ ଲାହୋରର ପୋସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ପୁଲିସ୍। ହେଲେ ତାପୂର୍ବରୁ ଇମ୍ରାନଙ୍କ ସୁରକ୍ଷା…

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ…

ବାପା ଓ ପୁଅ ବାଇକ୍‌ରେ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଲା ଟ୍ରକ୍; ଦୁଇ ମୃତ

ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ବାଇକ୍‌ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍। ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍…

୧୦ କଳା ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଯୁବକକୁ ଆଜୀବନ ଜେଲ୍ ସଜା ଦେଲେ ଆମେରିକା କୋର୍ଟ

ୱାଶିଂଟନ ଡିସି: ଆମେରିକା ନିଜକୁ ନିରପେକ୍ଷ ରାଷ୍ଟ୍ର କହୁଥିବା ବେଳେ ସେଟାରେ କଳା-ଗୋରାର ଭେଦଭାବକୁ ନେଇ ଅନେକ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ। ଏହି ଚରମପନ୍ଥୀ ମନଭୋବ ଯୋଗୁ କଳା ଲୋକଙ୍କ ଉପରେ ଆକ୍ରମଣ କରାଯାଇ ସେମାନଙ୍କୁ ହତ୍ୟା କରିବା ଭଳି ଘଟଣା ଦେଖାଯାଇଛି। ଗତବର୍ଷ ଆମେରିକାର…

ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ…