Latest Odisha News

BREAKING NEWS

ଭୁବନେଶ୍ୱରରେ ହକି ଟିମ୍ , ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ରାଜଧାନୀରେ ହକି ଫଭର । ହକି ବିଶ୍ୱକପ-୨୦୨୩ ପାଇଁ ଚମକୁଛି ରାଜଧାନୀ ।  ପ୍ରସ୍ତୁତି ବି ଜୋରଦାର ଚାଲିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ପୁରୁଷ ହକି ଟିମ ।  ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ…

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ…

କେସିଆରଙ୍କୁ ହାଇକୋର୍ଟ ଝଟକା: ବିଧାୟକ କିଣାବିକା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର

  ହାଇଦ୍ରାବାଦ: ତେଲେଙ୍ଗାନାରେ କେସିଆର ସରକାରଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତିର କିଛି ବିଧାୟକଙ୍କୁ ବିଜେପି କିଣିବାକୁ ଚାହୁଁଛି ଏବଂ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ହୋଇଥିବା ମାମଲାରେ…

ବଢିଲା ମଦର ଡାଏରୀ କ୍ଷୀରର ଦାମ; ବର୍ଷକରେ ୫ମ ଥର ଦର ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ବଢିଲା ମଦର ଡାଏରୀ କ୍ଷୀରର ଦାମ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କଲା କମ୍ପାନୀ । ଫୁଲ କ୍ରିକ, ଟୋନ୍ଡ ଏବଂ ଡବଲ ଟୋନ୍ଡ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ଦାମ କେବଳ ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି । ବର୍ଦ୍ଧିତ ଦର ଡିସେମ୍ବର ୨୭ ମଙ୍ଗଳବାରଠାରୁ…

ଆଗ ଠାକୁରଙ୍କ ଘର ପାଲିସ ହେବ, ପରେ ନିଜ ଘର ସଜାଡିବା-ସୗେମ୍ୟ

ଭୁବନେଶ୍ୱର:  ବିଜୁ ଜନତା ଦଳ ପ୍ରଭୁ ଜଗନ୍ନାଥଙ୍କ ପରମ ସେବକ । ସେଥିପାଇଁ ମନ୍ଦିର ଉନ୍ନୟନ ପାଇଁ ଆଗେଇ ଆସିଛି ଏ ସରକାର । ପ୍ରଥମେ ଠାକୁରଙ୍କ ଘର ପାଲିସ ହେଉ, ପରେ ଆମେ ନିଜ ଘରକୁ ସଜାଡିବା । ନିଜେ ଭଲ ଘରେ ରହିବା ଆଉ ଠାକୁର ଖରାପ ଘରେ ରହିବେ..ଏହା ପାପ ।  ତେଣୁ ପ୍ରଥମେ ଓଡ଼ିଶାର ସବୁ…

ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ

ଯାଜପୁର: ହସଖୁସିରେ ଉଛୁଳୁଥିଲା ନୂଆ ସଂସାର । ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଦରୁ ଛାଡି ନ ଥିଲା ଅଳତା । ହାତରୁ ଲିଭି ନ ଥିଲା ମେହେନ୍ଦି ।   ସ୍ୱପ୍ନକୁ ସାକାର କରବା ପାଇଁ କାଟିକୁଟା ଯୋଗାଡି ବସା ବାନ୍ଧୁଥିଲେ ରାଜେଶ ଓ ତାଙ୍କ ପତ୍ନୀ। ହେଲେ  ବାଦ କଲା ଭାଗ୍ୟ । ବାହାଘରର ୪ ମାସ ପୁରିନି…

ଶୀତଦିନେ ଏମିତି, ଖରାଦିନେ କେମିତି ରହିବ ?

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ଶୀତଦିନରେ ଏମିତି ଅବସ୍ଥା, ଖରାଦିନରେ କ’ଣ ହେବ ? ଏ ସ୍ଥିତିକୁ ଦେଖିଲେ ଆପଣ ମନରେ ଠିକ ଏହି ପ୍ରଶ୍ନ ହିଁ ଆସିବ  ।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜିଠୁ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପରଜଙ୍ଗ ଥାନା ହନୁମାନପଡ଼ାର ଏବଂ ମଲ୍ଲିକ…

ସଂକ୍ରମଣ ଭିତରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେମିତି ହେବ ? ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ଠର: ଭୟାବହ ହେଉଛି କୋଭିଡ ସଂକ୍ରମଣ । ଯଦିଓ ରାଜ୍ୟରେ ବିଏଫ.୭ ଭାରିଏଣ୍ଟକୁ ନେଇ ଭୟ କରିବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ଭିତରେ ଆଗକୁ ରହିଛି ମାଟ୍ରିକ ପରୀକ୍ଷା  । ସଂକ୍ରମଣ ଭିତରେ ମାଟ୍ରିକ ପରୀକ୍ଷା…

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ…

ବୁମେରାଂ ହେଲା ରାହୁଲଙ୍କ ‘ପ୍ରେମ ଦୋକାନ’; ମୁହଁତୋଡ ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଘୃଣା ବଜାରରେ ରାହୁଲଙ୍କ ପ୍ରେମ ଦୋକାନ ବାର୍ତ୍ତା ବୁମେରାଂ ହେଲା । ପ୍ରେମର ସଉଦା ହୁଏନି । ପ୍ରେମ ବିକା ବା କିଣା ଯାଏନି..ଏମିତି କହି ରାହୁଲଙ୍କୁ   କଡା ସମାଲୋଚନା କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନଳୀନ କୋହଲି ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…