Latest Odisha News

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ…

ଛେଳି ପିନ୍ଧିବେ ନୋଳି, ଚିହ୍ନଟ ହେବ ପ୍ରଜାତି

ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ…

ହିମାଚଳରେ ତେଜିଲା କଂଗ୍ରେସ କନ୍ଦଳ: ବାଘେଲଙ୍କ କନଭୟକୁ ଘେରି ନାରାବାଜି

ଶିମଲା:କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ.. । ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ…

ଚାକିରି ସନ୍ଧାନରେ ଯାଉଥିଲେ, ଅଧାବାଟରେ ହୋଇଗଲେ କୋଟିପତି

ନ୍ୟୁୟର୍କ: ଘଡିଘଡିକର କଥା । କେତେବେଳେ ସମୟ କାହାକୁ ନେଇ କେଉଁଠି ପହଞ୍ଚାଇ ଦେବ କିଏ ଜାଣେ ? କଥରେ ଅଛି, ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକୀର । କେହି ଜାଣିବା ପୂ୍ର୍ବରୁ  ଅଭାବ ସହ ଲଢୁଥିବା ମଣିଷ କେତେବେଳେ କୋଟିପତି ହୋଇଯାଇଥିବ  ।  ଏ ସବୁ କେବଳ ଭାଗ୍ୟର ଖେଳ ।  ୧୮ ବର୍ଷର ଏଇ…

ରଙ୍ଗୀନ ବେଲୁନରେ ଦିଶିଯାଏ ରୁଟିର ଚିତ୍ର, ବାପା-ମା’ଙ୍କ ଉଦାସ ମୁହଁ

ମାଲକାନଗିରି: ବାବୁ, ବେଲୁନ ନିଅ… ମାତ୍ର ୨୦ ଟଙ୍କା । ଗୋଟିଏ ହେଲେ ବେଲୁନ ନେଇ ଯାଅ ବାବୁ.. ବେଲୁନ ନ ନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ ନିଅ… ଏମିତି ଅନୁନୟ ହୋଇ ଡାକୁଥିଲା  ୨୧ ବର୍ଷର ଯୁବକ  । ଆଖି ଆଗରେ ଚିଟାଉ ଧରି ଛିଡ଼ା ହୋଇଛି ମୃତ୍ୟୁ । ପ୍ରତିଦିନ, ପ୍ରତି…

ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର,…

କଲେଜ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ନାଚି ନିଲମ୍ବିତ ହେଲେ ଛାତ୍ର

ବେଙ୍ଗାଲୁରୁ: ଇଞ୍ଜିନିୟରିଂ କଲେଜ ଛାତ୍ର ନାଚିଲେ । ବୁର୍ଖା ପିନ୍ଧି ନାଚିଲେ । ଶେଷରେ ଏହି ନାଚ ମହଙ୍ଗା ପଡ଼ିଛି ଏହି ଛାତ୍ରଙ୍କ ପାଇଁ ।   ଏହି ୪ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି ।  ଘଟଣା ଘଟିଛି ଗତ ବୁଧବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁର  ଏକ ଇଞ୍ଜିନିୟରିଂ କଲେଜରେ  । କଲେଜ…

ଆଜି ମଧ୍ୟରାତିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  …

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …