Latest Odisha News

BREAKING NEWS

ଆଜି ୮ ବିଲିୟନ ଛୁଇଁବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା ଜନସଂଖ୍ୟା ବୃଦ୍ଧି । ଆଜି ବିଶ୍ୱ ଜନସଂଖ୍ୟା ୮ ବିଲିୟନକୁ ଛୁଇଁବ । ଚିନ୍ତା ଏତିକିରେ ସରିନାହିଁ । ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟ ଆହୁରି ଚିନ୍ତା ବଢାଇବା ପରି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୫…

କରନ୍ତୁ ଏଲଆଇସିର ଏହି ବୀମା , ପାଆନ୍ତୁ ମାସିକ ୩୬ ହଜାର ଟଙ୍କା

ପ୍ରାଇଭେଟ ଚାକିରି । ପେନସନ୍ ନାହିଁ । ସେଥିପାଇଁ ଚିନ୍ତା କରୁଛନ୍ତି କି ? ଆପଣଙ୍କର ଏହି ଚିନ୍ତା ଦୂର କରିଦେବ ଏଲଆଇସି । ଏଲଆଇସି ଆଣିଥିବା ଏହି ପଲିସି କଲେ ଆପଣ ମାସକୁ ପାଇ ପାରିବେ ୩୬ ହଜାର ଟଙ୍କା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କ’ଣ ଏଇ ପଲିସି ? କେତେ ଟଙ୍କା ଏଥିପାଇଁ ଇନଭେଷ୍ଟ…

୨ କୋଟିରେ ବିକ୍ରି ହେଉଛି ଗାଁ, ଗାଁରେ ଅଛି ହୋଟେଲଠୁ ସୁଇମିଂ ପୁଲ

ଜାଗା ଖୋଜୁଛନ୍ତି ? ପାଉ ନାହାନ୍ତି କି ? ଏଠି ଗାଁ ବିକ୍ରି ହେଉଛି । ଦାମ ବି ବେଶି ନୁହେଁ । ମାତ୍ର ୨ କୋଟି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କଥାଟି କିନ୍ତୁ ବିଲକୁଲ ସତ । ଭଲ ଜାଗା ଖଣ୍ଡେ କିଣି ଘର ତିଆରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦରକାର । ହେଲେ  ମାତ୍ର ୨ କୋଟିରେ ଗାଁ…

ମିଡ ଡେ ମିଲରେ ପୋକ, ସାର କହିଲେ ଏଥିରେ ଅଛି ଭିଟାମିନ

ପ୍ରତିଦିନ ସ୍କୁଲରେ ଦିଆଯାଉଛି ମିଡ ଡେ ମିଲ । ଭୋକିଲା ପେଟରେ ପିଲା ପାଠ ପଢିବେନି । ସେଥିପାଇଁ ସରକାର କରିଛନ୍ତି ଏମିତି ବ୍ୟବସ୍ଥା । ହେଲେ ପିଲାଙ୍କ ପେଟ ସହ ସବୁବେଳେ ଏମିତି ଖେଳ କାହିଁକି ? କେତେବେଳେ ପାଣିଆ ଡ଼ାଲି ତ ପୋକରା ଚାଉଳର ଭାତ । ମିଡ ଡେ ମିଲକୁ ନେଇ ଏମିତି ଅବ୍ୟବସ୍ଥା ଆମେ…

ମହାବାହୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ବିଭୋର ଭକ୍ତଟିଏ

ଦୁଇ ଦିନିଆ  ଗସ୍ତ ସାରି ଫେରି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି । ହେଲେ  ଏହି ଦୁଇ ଦିନର ସ୍ମୃତି ଅଭୁଲା ହୋଇ ରହିଯାଇଛି ଓଡ଼ିଆଙ୍କ ମନରେ। ଏଇ ମାଟିର ଝିଅ ଆଜି ଦେଶର ସର୍ବୋଚ୍ଚ ପଦବୀରେ । ଓଡ଼ିଆଙ୍କ ପାଇଁ ଏହା କିଛି କମ ଗୌରବର କଥା ନୁହେଁ । ଆାଗରୁ ଏ ମାଟି ଦ୍ରୌପଦୀ ମୁର୍ମୁଙ୍କୁ…

୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର

ମତଦାନ କେନ୍ଦ୍ର ପୁଣି ଏତେ ଉପରେ ! ମାନେ  ୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର !  ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,  ଏତେ ଉଚ୍ଚତାକୁ ଯାଇ କିଏ ଦେଉଥିବ ଭୋଟ ?   କେତେ ଭୋଟର ମତ ସାବ୍ୟସ୍ତ କରୁଥିବେ ଏଇ କେନ୍ଦ୍ରରେ ? ଦେଶର ସବୁଠାରୁ ଉଚ୍ଚ ମତଦାନ କେନ୍ଦ୍ର  ରହିଛି ହିମାଚଳ ପ୍ରଦେଶର…

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି । ପଦ୍ମପୁର…

କାହିଁକି ବଜାରରୁ ଉଭାନ ହୋଇଗଲା ୨୦୦୦ ଟଙ୍କିଆ ନୋଟ

ହଠାତ ଆସିଲା, ସମସ୍ତଙ୍କ ନିଦ ହଜେଇ ଦେଲା । କିଛିଦିନ ମାର୍କେଟରେ ଚହଳ ପକାଇ  ଯେମିତି ଆସିଥିଲା ସେମିତି ଅତର୍କିତ ଉଭେଇଗଲା ୨୦୦୦ ଟଙ୍କିଆ ନୋଟ । ଗତ କିଛି ବର୍ଷ ହେବ ବଜାରରେ  ନଜରକୁ ଆସୁନାହିଁ ୨୦୦୦ ଟଙ୍କିଆ ନୋଟ । ଲୋକଙ୍କର ମନେ ବି ନଥିବ କେବେ ଶେଷ ଥର ପାଇଁ କେବେ ଦେଖିଥିଲେ…

ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି ଯୁବକ, ବୁଡିଗଲା ୧୪.୬ ଅରବ ଡଲାର

ରାତାରାତି କୋଟିପତିରୁ କାଙ୍ଗାଳ ହୋଇଗଲେ  ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ ଫ୍ରାଏଡ । ମାତ୍ର ୨୪ ଘଣ୍ଟାରେ ତାଙ୍କ ସମ୍ପତିର ନେଟ ୱର୍ଥ ୯୪ ପ୍ରତିଶତ ତଳକୁ ଖସି ଆସିଛି । ତାଙ୍କର ମୂଳ ସମ୍ପତ୍ତି ୧୫.୬ ଅରବ ଡଲାର ଥିଲା  । କିନ୍ତୁ ଗୋଟିଏ ଦିନରେ ଏହାର ମୂଲ୍ୟ ୧୪.୬ ଅରବ ଡଲାର  ହ୍ରାସ…