ଡ୍ୟୁଟି ବେଳେ ଟଳି ପଡିଲେ କରୋନା ଯୋଦ୍ଧା
କଟକ : ଡ୍ୟୁଟି ବେଳେ ଜୀବନ ହାରିଲେ ପୋଲିସ କର୍ମଚାରୀ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା…