Latest Odisha News

BREAKING NEWS

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ…

ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ 

ଭୋପାଳ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଜାନୁଆରୀ ୧୨ ତାରିଖରେ ଗୁରୁଗ୍ରାମର…

ସ୍କିପିଂ ଖେଳି ବିଶ୍ବ ରେକର୍ଡ ହାତେଇଲା କୁକୁର

ଲୋକମାନେ ନିଜର ଦକ୍ଷତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣମାନେ ବି ମଧ୍ୟ କେବେ ନା କେବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନେ ନିଜର ପ୍ରତିଭା ସହିତ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି। ହେଲେ ଏହା ବି ଜାଣିଥିବେ ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ହେଲେ ଆମେ…

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ…

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।…

ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ସମଗ୍ର ସହର

ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ…

ଡେନ୍‌ମାର୍କ ଗସ୍ତର ଫଟୋ ସେୟାର କଲେ ଆଥାର୍‌ଙ୍କ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ : ଆାପଣମାନେ ଜାଣିଥିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ବା ଆଇଏଏସ୍‌ ଆଥାର ୨୦୨୨ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ପତ୍ନୀ ଜଣେ ଡାକ୍ତର। ଆଥାରଙ୍କ ଦ୍ବିତୀୟ ପତ୍ନୀ ଡା.ମେହରିନ କାଜି ହେଉଛନ୍ତି କଶ୍ମୀରର ବାସିନ୍ଦା। ଆଇଏଏସ୍‌ ଆଥାର ଓ…

ଡାଇବେଟିସ୍ଠୁ ଦୁରେଇ ରହିବାର ସହଜ ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ…

ଟେଲିଭିଜନ ଚ୍ୟାନେଲକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ।…