ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିଲା ଭାରତୀୟ ଟିମ
ନୂଆଦିଲ୍ଲୀ: ପ୍ରଥମ ଥର ଖେଳା ଯାଇଥିବା ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଇତିହାସ ରଚିଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ ୱିକେଟରେ ନେପାଳକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ନେପାଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ…