Latest Odisha News

BREAKING NEWS

କେମିତି?

କେମିତି? ପ୍ରଜ୍ଞା ପାରମିତା ନିମିଷକେ ପାରିଲିନି ଜାଣି ତୁମ ଆଗମନର ସମ୍ବାଦ... ନା ବାରି ପାରିଲି ତୁମ ବାସ୍ନାର ଆଭାସ କେମିତି ଦୃଷ୍ଟି ନିକ୍ଷେପିଲ ଏଇ ପଥଶ୍ରାନ୍ତ ପଥିକ ଉପରେ କେମିତି ଅଣ୍ଡାଳି ପାରିଲ ମୋତେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ମୁଁ ତ ହରାଇ ସାରିଥିଲି…

ଟିକେ ବିରତି ନେବା

ଟିକେ ବିରତି ନେବା ଲୋପାମୁଦ୍ରା ନାୟକ ଚାଲ ପ୍ରିୟ !!! ତୁମ ଓଠର ଶୋଷକୁ ମୋ ଓଠରେ ନ ମାରି ନିଜ'ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ…

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ ଅଭୀପ୍ସା ଜେନା ସମ୍ଭାବନାର ମନ୍ତ୍ର ସେ ଜୀଵନର ମୁଗ୍ଧଗୀତ ସେ ଆଖିରେ ଆଖିଏ ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ! ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା ମନର କପୋତ ତାର ହଠାତ୍ କେହି ଛେଦକଲା ଡେଣା ଦୁଇ ତାର। ମନେ ତାର…

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର…

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ…

ପଥର

ସଂଗ୍ରାମ ଜେନା ଓଡ଼ିଆ କବିତା ଓ ଅନୁବାଦ କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ । ଅନୁବାଦ ପାଇଁ କେଂଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ଜେନାଙ୍କର ଏକ କବିତା ପଢ଼ିବା ଆସନ୍ତୁ ପଥର ସଂଗ୍ରାମ ଜେନା କ’ଣ ପାଇଁ ସେ ବାଟରେ ଯାଉଁ ଯାଉଁ ଝୁଣ୍ଟୁଥିଲେ ଏଇ ଅଲୋଡ଼ା ପଥରଟାକୁ ।…

ଆତ୍ମଜା

(ପ୍ରବୀଣା ମହାନ୍ତି ଆମ ସମୟର ଜଣେ ସମ୍ବେଦନଶୀଳ କଥାଶିଳ୍ପୀ । ତାଙ୍କ ଗଳ୍ପରେ ଆମେ ସମକାଳୀନ ସମୟ ଓ ସମାଜକୁ ବେଶ୍‍ କଳାତ୍ମକ ଢଙ୍ଗରେ ଭେଟିବାକୁ ପାଉ । ୨୦ ଫେବୃଆରୀ ୧୯୫୭ରେ ଜନ୍ମ ହେଇଥିବା ଶ୍ରୀମତୀ ମହାନ୍ତି ଗଳ୍ପ ଓ ଉପନ୍ୟାସ ବ୍ୟତୀତ ପିଲାଙ୍କ ପାଇଁ ଫିଚର୍ ମଧ୍ୟ ଲେଖନ୍ତି । ସ୍ୱାତୀ,…

ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍‍, ଶବ୍ଦ ଓ ସଂଚାରଣରେ ବିକ୍ଷୁବ୍ଧ, ଭାବ ଓ…

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ…