ଝଡ଼ବର୍ଷା ନେଇ ୧୧ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ମିି. ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ସମେତ ୧୧ଟି ଜିଲ୍ଲା ପାଇଁ ବର୍ଷା ନେଇ ସତର୍କତା ଜାରି କରିଛି।
୩ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ଅନୁଗୁଳ, ନୂଆପଡା, କଳାହାଣ୍ଡି,…