‘ନିଜ ଲୋକଙ୍କ ଉପରୁ ବୋମା ପକାଇବାରୁ ଫୁରସତ ମିଳୁ’: ପାକିସ୍ତାନକୁ କଡା ସମାଲୋଚନା କଲା ଭାରତ
ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ମାନବଧିକାର ପରିଷଦ (UNHRC)ରେ ଭାରତ ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛି। ଆତଙ୍କବାଦ ପ୍ରସଙ୍ଗଠୁ ନେଇ ପିଓକେ ଓ ନିକଟରେ ଖବୈର ପଖତୁନଖ୍ୱାରେ ପାକ୍ ସେନାର ବୋମା ମାଡ଼କୁ ନେଇ କଡ଼ା ଜବାବ ଦେଇଛି ଭାରତ। ଆତଙ୍କବାଦକୁ ନେଇ ପ୍ରହାର କରି ପାକ୍କୁ ସଭା…