Latest Odisha News

BREAKING NEWS

ବିଦେଶରେ ମୋଦି କ୍ରେଜ..ବ୍ରିଟିଶ ଖବର କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା

ନୁଆଦିଲ୍ଲୀ: ବିଦେଶରେ ମୋଦି କ୍ରେଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ ସାଉଁଟୁଛନ୍ତି ଲୋକପ୍ରିୟତା ।  ବ୍ରିଟେନ ଖବରକାଗଜ ‘ଦ ଟେଲିଗ୍ରାଫ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପକୁ ଖୁବ ପ୍ରଶଂସା କରାଯାଇଛି । ବ୍ରିଟିଶ ଲେଖକ ବେନ ରାଇଟଙ୍କ ଦ୍ୱାରା ଲିଖିତ ଏକ…

ଥମୁନି ଜନନୀ ଯନ୍ତ୍ରଣା: ଆମ୍ବୁଲାନ୍ସ ନ ଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ନୀଳଗିରି : ଥମୁନି ଜନନୀ ଯନ୍ତ୍ରଣା  । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଟ୍ରଲିରେ ପ୍ରସବ କଲେ ମହିଳା  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ  । ନୀଳଗିରି ବ୍ଲକ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ପତ୍ନୀ ଦଶ ମାସର ଗର୍ଭବତୀ ଥିଲେ  । ଗତକାଲି…

G20ରେ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟ ପ୍ରସ୍ତୁତ ବ୍ୟଞ୍ଜନ

ନୂଆଦିଲ୍ଲୀ: ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ(G-20 Summit)। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ କଡ଼ାକଡ଼ି କରିବା ପାଇଁ ସବୁ ଦିଗ ଉପରେ ଧ୍ୟାନ ଦିଆଯାଉଛି। ରାଜଧାନୀ ଦିଲ୍ଲୀର…

ତାମିଲନାଡୁରେ ବୀଭତ୍ସ ହତ୍ୟାକାଣ୍ଡ: ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ

ଚେନ୍ନାଇ: ନିଶାସକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରିବାକୁ ମନା କରିବାରୁ ଗୋଟିଏ ପରିବାରର 4ଜଣଙ୍କୁ କଲେ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ତାମିଲନାଡୁର ତିରିପୁରରେ । ୪ ମୃତକ ହେଉଛନ୍ତି ସେଣ୍ଟିଲ କୁମାର, ମୋହନ କୁମାର, ପୁଷ୍ପାବତୀ ଓ ରାଥିନାମ୍ବଲ । ସମସ୍ତ ମୃତକ ଗୋଟିଏ ପରିବାରର…

ଚର୍ମ ପାଇଁ ସର୍ବୋତ୍ତମ ଉପଚାର: ବାଦାମ ତେଲ, ଜାଣିବା କେମିତି କରିବେ ବ୍ୟବହାର..

ଦିଲ୍ଲୀ : ଚେହେରାରେ ଚମକ ଆଣିବା ପାଇଁ ଲୋକମାନେ କିଛି କରନ୍ତି ନାହିଁ, କିନ୍ତୁ ବେଳେବେଳେ କିଛି ଜିନିଷର ଫଳାଫଳ ସ୍ପଷ୍ଟ ଭାବରେ ବାହାରକୁ ଆସେ ନାହିଁ  ।  ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣ ବାଦାମ ତେଲ ବ୍ୟବହାର କରିପାରିବେ  । ଭିଟାମିନ୍ ଇରେ ଭରପୂର ବାଦାମ ତେଲ ଚର୍ମ ପାଇଁ…

ଭାରତର ରହସ୍ୟମୟ ମନ୍ଦିର : ଲୋକମାନେ ମନ୍ଦିରକୁ ଯିବା ମାତ୍ରେ ଭଗବାନଙ୍କ ନାଁ ନନେଇ କରନ୍ତି ଚିତ୍କାର

ଦିଲ୍ଲୀ: ଆମ ଭାରତବର୍ଷରେ ଅନେକ ମନ୍ଦିର ରହିଛି  । ଯେଉଁଠାକୁ ଲୋକେ ଧାର୍ମିକ ଆରାଧନା ଲାଗି ଯାଇଥାନ୍ତି  ।  ହେଲେ କେବେ ଶୁଣିଛନ୍ତି କି ଲୋକେ ମନ୍ଦିରକୁ ଭୂତ ପ୍ରେତ ଛଡାଇବାକୁ ଯିବା କଥା  । ହଁ ଆଜ୍ଞା ବିଶ୍ବାସ ନହେଉ ଥିଲେ ବି ସତ ।  ଏପରି ଅନେକ ମନ୍ଦିର ରହିଛି , ଯେଉଁଠାକୁ ଲୋକ…

ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି : ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ବର: ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ…

ବାଲୁକା ପୂଜା କରିବା ପାଇଁ ଯାଇ ନିଖୋଜ ଥିଲେ ନାବାଳିକା, ଆଜି ମିଳିଲା ମୃତଦେହ

ପାରାଦୀପ: ପାରାଦୀପରେ ଅଭାବନୀୟ ଘଟଣା ଘଟିଛି  । ଗତକାଲି ବାଲୁକା ପୂଜା କରିବା ପାଇଁ ଯାଇ ପାରାଦୀପ ଅଠରବାଙ୍କି ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ  । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି  ।  ବାଲିପ୍ଲଟ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି।…

ଜଳେଶ୍ବରରେ ଗୋରୁ ଗାଡି ପୋଡି ଘଟଣା: ବଜରଙ୍ଗଦଳର ୪ ଯୁବକଙ୍କୁ ଅଟକ ରଖିବା ପ୍ରତିବାଦରେ ଥାନା ଘେରାଉ

ଜଳେଶ୍ବର: ଗୋରୁ ଗାଡ଼ି ପୋଡ଼ି ଘଟଣାରେ ଥାନା ଘେରାଉ। ଗତକାଲି ଗୋରୁ ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଏପରିକି ଗୋସୁରକ୍ଷାକାରୀ ବଜରଙ୍ଗ ଦଳର ୪ ଜଣ ଯୁବକଙ୍କୁ ଅଟକ ରଖିଥିଲା ବସ୍ତା ପୋଲିସ। ଏହାର ପ୍ରତିବାଦରେ ଗତକାଲି ରାତିରୁ ସ୍ଥାନୀୟ ଲୋକ…

ଭୁବନେଶ୍ବର ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ, ଜଣେ ଅଟକ

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି  । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି  । ସୂଚନା ଅନୁଯାୟୀ  ଭୁବନେଶ୍ବର ରେଳ…