ମହାମେଣ୍ଟକୁ ଝଟକା; ବିହାରରେ ଏକା ଲଢିବ ହେମନ୍ତଙ୍କ ଜେଏମଏମ
ରାଞ୍ଚି: ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମେଣ୍ଟରୁ ଅଲଗା ହୋଇ ବିହାରରେ କେବଳ ଛଅଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଛି।
ଜେଏମଏମ କେନ୍ଦ୍ରୀୟ ସାଧାରଣ…