Latest Odisha News

BREAKING NEWS

PM Modi Visit Bihar:ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ…

ପାଟନା: ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କୋଲକାତାରେ ସଶସ୍ତ୍ର ବଳଗୁଡ଼ିକର ସଂଯୁକ୍ତ କମାଣ୍ଡରଙ୍କ ସମ୍ମିଳନୀର ଉଦ୍‌ଘାଟନ କରିବେ ଏବଂ ଏହାପରେ ଅପରାହ୍ନରେ କୋଲକାତାରୁ ବାହାରି ବିହାରର ପୂର୍ଣ୍ଣିଆ ଗସ୍ତ କରିବେ ମୋଦି। ସେଠାରେ ସେ ୪୦ ହଜାର କୋଟି ଟଙ୍କାର…

‘ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହ ସଂଶୋଧିତ ନୂଆ ମୂଲ୍ୟ ତୁରନ୍ତ ଉଲ୍ଲେଖ କର’

ଭୁବନେଶ୍ୱର: ନିକଟରେ ଜିଏସ୍‌ଟି ପରିଷଦ ବୈଠକରେ ଦ୍ରବ୍ୟ ଓ ସେବାକର(ଜିଏସଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ହୋଇଥିବା ସଂଶୋଧନକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେନେଇ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରରିପେକ୍ଷିରେ…

ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ, ଆହୁରି ୨ ଦିନ ପ୍ରବଳ ବର୍ଷିବ ବୋଲି…

ପୋଷ୍ଟ ଅଫିସ୍ ର ଏହି ଯୋଜନାରେ ମିଳିବ ପ୍ରତି ମାସରେ ₹ ୫୫୫୦ର ସ୍ଥିର ସୁଧ…

ଭୁବନେଶ୍ବର: ଦେଶର ସାଧାରଣ ନାଗରିକଙ୍କ ବିଭିନ୍ନ ଆବଶ୍ୟକତାକୁ ଧ୍ୟାନରେ ରଖି, ପୋଷ୍ଟ ଅଫିସ୍ ରେ ଅନେକ ପ୍ରକାରର ସଞ୍ଚୟ ଯୋଜନା ରହିଛି। ଆପଣ ପୋଷ୍ଟ ଅଫିସରେ TD, RD, PPF, KVP, MIS ସମେତ ଅନେକ ପ୍ରକାରର ଆକାଉଣ୍ଟ ଖୋଲିପାରିବେ। ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସ୍ MIS ଅର୍ଥାତ୍ ମାସିକ ଆୟ…

Kangaroo court: କଙ୍ଗାରୁ କୋର୍ଟ ଘଟଣାରେ ୭ ଗିରଫ

ମୟୂରଭଞ୍ଜ: ଗାଁରେ କଙ୍ଗାରୁ କୋର୍ଟ ପରେ ଯଶିପୁର ପୋଲିସ ଆକ୍ସନ ନେଇଛି । ଦୁଇ ଜଣ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ପିଟିବା ଘଟଣାରେ ବେଗୁନିଆ ଗାଁରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନାଥାଉକି, ଗତ ଶୁକ୍ରବାର…

IND vs PAK: ପାକିସ୍ତାନ ବିପକ୍ଷରେ ବିଜୟକୁ ପହଲଗାମ ପୀଡିତ ଏବଂ ଭାରତୀୟ ସେନାଙ୍କୁ ଉତ୍ସର୍ଗ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ  ରବିବାର ଦିନ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ଅତି ସହଜରେ ଭାରତ ୧୫.୫…

PM Modi in Kolkata: ଗୋଟିଏ ମାସ ମଧ୍ୟରେ ୨ୟ ଥର ପାଇଁ କୋଲକାତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ରବିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସାମର ଜୋରହାଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬.୫୦ରେ କୋଲକାତା ବିମାନବନ୍ଦରରେ…

ୟୁକ୍ରେନ ଆକ୍ରମଣରେ ଋଷ ତୈଳ ବିଶୋଧନାଗାର ଧ୍ଵଂସ 

କିଭ୍: ୟୁକ୍ରେନ, ଋଷ ଉପରେ ୩୬୧ଟି ଡ୍ରୋନ ଦ୍ଵାରା ଆକ୍ରମଣ କରିଥିବା ନେଇ ରବିବାର ରୁଷ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଚାରୋଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ଏକ ଆମେରିକା ନିର୍ମିତ HIMARS କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ। ଏହି ଆକ୍ରମଣ ବିଶେଷ କରି ଋଷର ଉତ୍ତର-ପଶ୍ଚିମରେ…

‘କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ’

ଭୁବନେଶ୍ବର:ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍‌ଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଲଘୁଚାପ…

ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ 

ଭୁବନେଶ୍ୱର: ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ପଦକ୍ଷେପ (National initiatives) ସମନ୍ୱିତ ଏହି ଅଭିଯାନ ୧୭…