Utkal University: ଅଣଛାତ୍ରଙ୍କୁ ହଟାଇ ୩ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କଲେ ବାଣୀବିହାର କର୍ତ୍ତୃପକ୍ଷ
ଭୁବନେଶ୍ବର: ଆକ୍ସନ ମୋଡ୍ରେ ବାଣୀବିହାର କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କଲେ । ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ କହିଲେ । ୨ନଂ ହଷ୍ଟେଲ୍ର ୨୫ ରୁମ୍ ଓ ୧ନଂ ହଷ୍ଟେଲ୍ର ୧୯ ରୁମ୍ ସିଲ୍ କଲେ ବାଣୀବିହାର କର୍ତ୍ତୃପକ୍ଷ ।
ସେହିପରି…