Latest Odisha News

BREAKING NEWS

Odisha Police SI: ପୋଲିସ ଏସଆଇ ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲ ଗିରଫ

ବ୍ରହ୍ମପୁର: ଓଡିଶା ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀ ଓ ୨ ଦଲାଲ ଗିରଫ ହୋଇଛନ୍ତି। ପଚରାଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍…

Weather Update: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ନନ୍ ଷ୍ଟପ୍ ବର୍ଷା

ଭୁବନେଶ୍ୱର: ପାର୍ବଣ ଭିଜିବ ସାରା ଓଡିଶ। ଆସିଲାଣି ଆଉ ଗୋଟିଏ ଲଘୁଚାପ। ଏହା ଅବପାତ ହୋଇ ପ୍ରବଳ ବର୍ଷା କରିପାରେ। ବେଶି ବର୍ଷିବ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ଘନୀଭୂତ ହୋଇ ଅକ୍ଟୋବର…

୬.୯ ତୀବ୍ରତାରେ ଥରିଲା ଫିଲିପାଇନ୍ସ, ୨୨ ମୃତ

ଫିଲିପାଇନ୍ସ: ମଙ୍ଗଳବାର ରାତିରେ ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଫଳରେ ଲୋକମାନେ ଘରୁ ପଳାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଫିଲିପାଇନ୍ସ ପ୍ରଦେଶରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ଘର ଏବଂ କୋଠାର କାନ୍ଥ…

ଯାହା କରିବାର ଅଛି ମୋ ସହ କାର; କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କଲେ ବିଜୟ

ଚେନ୍ନାଇ: କରୁରରେ ଦଳାଚକଟା ଘଟଣା ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ନେଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଦଳାଚକଟାକୁ ନେଇ ବିଜୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ସାର, ଯଦି ଆପଣ ଆମ ଉପରେ ପ୍ରତିଶୋଧ…

ଅକ୍ଟୋବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ବହୁ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କଗୁଡ଼ିକ କିଛି ଦିନ ପାଇଁ ବନ୍ଦ ରହିବ। ଦଶହରା, ଗାନ୍ଧୀ ଜୟନ୍ତୀ, ଦୀପାବଳି ଏବଂ ଛଟ ପୂଜା ଭଳି ଦିନ ମାନଙ୍କରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ନେଇ ଜଣାପଡ଼ିଛି। ତେଣୁ ବ୍ୟବସାୟୀ, ଛୋଟ ଏବଂ ବଡ଼ ବେପାରୀ ଏବଂ…

Women’s World Cup 2025: ବିଜୟରୁ ଭାରତର ଅଭିଯାନ ଆରମ୍ଭ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ମହିଳା ଦିନିକିଆ ବିଶ୍ବକପ୍‌ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭ ଓଭରରେ ୨୬୯ ରନ କରିଥିଲା,…

ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି; ରାଜଧାନୀରେ ୪ରାସ୍ତାରେ ହେବ ୪ଭସାଣି କମିଟିର…

ଭୁବନେଶ୍ବର: ଭୁବନେଶ୍ଵର ସହରରେ ଦୂର୍ଗାପୂଜା ଭସାଣି ଉତ୍ସବକୁ ନେଇ କମିସନରେଟ୍ ପୋଲିସର ଗାଇଡ଼ଲାଇନ ଜାରି କରିଛି । ଆସନ୍ତା ୩ ତାରିଖ ଦିନ ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି କରିଛି ପୋଲିସ । ଦିନ ୨ଟାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା ।…

ନୂଆପଡ଼ା ନିର୍ବାଚନ ପରେ କଂଗ୍ରେସର ଦ୍ୱିତୀୟ ପଦଯାତ୍ରା: ଭକ୍ତ ଚରଣ ଦାସ

ଭୁବନେଶ୍ୱର:- ନୂଆପଡ଼ା ଉପ ନିର୍ବାଚନ ପାଇଁ ବଦଳିଲା କଂଗ୍ରେସର ପଦଯାତ୍ରା ସମୟ । ଗାନ୍ଧି ଜୟନ୍ତୀରୁ ମାତ୍ର ୨ ଦିନ ହେବ ପଦଯାତ୍ରା। ମାଲକାନଗିରି ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ ହେବ। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହେବ। ଦୁଇଦିନ ଧରି ପଦଯାତ୍ରା ଚାଲିବ।…

ତାପଜ ବିଦ୍ୟୁତ୍ କେନ୍ଦ୍ରରେ ବଡ଼ ଦୁର୍ଘଟଣା, ୯ ଶ୍ରମିକଙ୍କ ମୃତ୍ୟୁ…ଅନେକ ଗୁରୁତର

ଚେନ୍ନାଇ: ମଙ୍ଗଳବାର ସନ୍ଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂତନ ସ୍ଥାନରେ ନିର୍ମାଣ କାର୍ଯ୍ୟ ସମୟରେ ଆର୍ଚ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।…

ପୁଣି ଶ୍ରୀମୟୀଙ୍କ ପରୋକ୍ଷ ନିଶାନା; ‘ଅଧର୍ମ ଉପରେ ଧର୍ମର ଜୟ ହେବ’

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଅଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର । ଅଷ୍ଟମୀରେ ସେ ଆଜି ରାଜଧାନୀର ବିଭିନ୍ନ ଦୂର୍ଗାପୂଜା ପେଣ୍ଡାଲ୍ ବୁଲିଛନ୍ତି । ଏହି ଅବସରରେ ସେ ପୁଣି ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି ଅଧର୍ମ ଉପରେ ଧର୍ମର ଜୟ ହେବ, ଅସତ୍ୟ…