CM Visit Puja Pandals: କଟକ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ମଣ୍ଡପ ଗସ୍ତ କରି ଲଭୁଛନ୍ତି ମା’ଙ୍କ…
କଟକ: ଗତକାଲି କେନ୍ଦୁଝରର ଦୁର୍ଗାପୂଜାର ମଜା ନେବା ପରେ, ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଯାଇ ସେଠାରେ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି। ରୌପ୍ୟ ନଗରୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଜି କଟକରେ ଦଶହରା ବୁଲୁଛନ୍ତି…