Latest Odisha News

BREAKING NEWS

High blood pressure patients: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ… ତ୍ରିଫଳା ବରଦାନ

ଭୁବନେଶ୍ବର: କେବଳ ବୟସ୍କ ବ୍ୟକ୍ତି ନୁହେଁ ବରଂ ଦେଶ ଏବଂ ବିଶ୍ୱର ଯୁବପିଢ଼ି ମଧ୍ୟ ଉଚ୍ଚ ରକ୍ତଚାପର ସମସ୍ୟାର ଶିକାର ହେଉଛନ୍ତି। ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ, ଲୋକମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଯଦି ସମୟ…

ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗକୁ ଖଣ୍ଡନ କଲା କ୍ରେମଲିନ: ଆମେରିକା ବିରୁଦ୍ଧରେ କୌଣସି ଯୋଜନା ନାହିଁ

ବେଜିଂ: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ ବିଜୟ ଦିବସ ପରେଡରେ ୨୦ରୁ ଅଧିକ…

ଭାରତର ଅର୍ଥନୀତି ମୃତ: ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ପୁଟିନ୍ ଦେଲେ ବଡ଼ ବୟାନ

ବେଜିଂ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତକୁ ଏକ ‘ଅର୍ଥନୈତିକ ମହାଶକ୍ତି’ ବୋଲି ପ୍ରଶଂସା କରିଛନ୍ତି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟର ଜବାବରେ ଆସିଛି। ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିଥିଲେ। ପୁଟିନ ଏହି କଥାକୁ ଖଣ୍ଡନ କରିଛନ୍ତି।…

ନୂଆ ଜିଏସଟି ଦେଶବାସୀଙ୍କୁ ଦେଲା ବଡ଼ ଆଶ୍ୱସ୍ତି! ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଟିକସ ଛାଡ଼

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ବୀମା ଧାରକଙ୍କ ପାଇଁ ଏକ ବଡ଼ ରିଲିଫ ଘୋଷଣା କରାଯାଇଛି। ସମସ୍ତ ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଜିଏସଟି ଛାଡ଼ କରାଯାଇଛି। ଏହି ନୂଆ ନିୟମ ୨୨ ସେପ୍ଟେମ୍ବର, ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହେବ ବୋଲି କେନ୍ଦ୍ରୀୟ…

ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ୧୨% ଓ ୨୮% ଟିକସ ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏବେ ମାତ୍ର ଦୁଇଟି ଜିଏସଟି ସ୍ଲାବ - ୫% ଓ ୧୮% - ରହିବ। ଏହା ସହିତ ତମାଖୁ ଜାତୀୟ ତଥା ବିଲାସପୂର୍ଣ୍ଣ ଜିନିଷ ପାଇଁ ୪୦% ନୂଆ ସ୍ଲାବ ମଞ୍ଜୁର ହୋଇଛି।…

ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ…

କଟକରେ ଦୁର୍ଗାପୂଜା ପାଳନ ନେଇ ଏସଓପି ଜାରି

କଟକ: କଟକ ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି ଜାରି ହୋଇଛି। ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ…

ଏସିଆ କପ ହକି: ସୁପର ଫୋରରେ ଭାରତ-କୋରିଆ ମ୍ୟାଚ ଡ୍ର

ରାଜଗୀର: ବିହାରର ରାଜଗୀରରେ ଚାଲିଥିବା ଏସିଆ କପ ହକିରେ ବୁଧବାର ଭାରତ ଓ କୋରିଆ ମଧ୍ୟରେ ସୁପର ଫୋରର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଶେଷ କ୍ୱାର୍ଟରରେ ଭାରତ ଗୋଲ ସ୍କୋର କରିବା ଯୋଗୁ ମ୍ୟାଚ ୨-୨ରେ ଡ୍ର ରହିଥିଲା । ହାର୍ଦ୍ଦିକ ସିଂଙ୍କ ଚମତ୍କାର ଗୋଲ ସହାୟତାରେ ଭାରତ…

ଇରଫାନଙ୍କ ବୟାନ ପରେ ସୋସିଆଲ ମିଡିଆରେ ଧୋନୀଙ୍କ ହୁକ୍କା ମୀମ୍ସର ଝଡ

ନୂଆଦିଲ୍ଲୀ: ନିକଟରେ ଇରଫାନ ପଠାନଙ୍କ ଏକ ପୁରୂଣା ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୨୦୨୦ରେ ଧୋନୀ ଏକ ସାକ୍ଷାତକାରରେ କହିଥିଲେ ମୁଁ ଏଠାକୁ ଖେଳିବାକୁ ଆସିଛି । ମହେନ୍ଦ୍ର ସିଂ ଧୋନୀଙ୍କ ରୁମକୁ ଯାଇ ତାଙ୍କ ପାଇଁ ହୁକ୍କା ପ୍ରସ୍ତୁତ କରିବା ମୋ କାମ ନୁହେଁ । ପଠାନ…

ପୂଜା ପୂର୍ବରୁ ସରିବ କଟକ ଓ ଭୁବନେଶ୍ୱରର ରାସ୍ତା ମରାମତି କାମ

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଜନସାଧାରଣଙ୍କ ଯାତାୟାତକୁ ନଜରରେ ରଖି ଓଡ଼ିଶା ସରକାର ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୬ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…