ପୂଜା ପୂର୍ବରୁ ସରିବ କଟକ ଓ ଭୁବନେଶ୍ୱରର ରାସ୍ତା ମରାମତି କାମ
ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଜନସାଧାରଣଙ୍କ ଯାତାୟାତକୁ ନଜରରେ ରଖି ଓଡ଼ିଶା ସରକାର ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହାକୁ ନେଇ ସେପ୍ଟେମ୍ବର ୬ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…