Latest Odisha News

BREAKING NEWS

ସାବଧାନ! ରାସ୍ତାରେ ରିଲ୍ସ ବା ଭିଡିଓ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାସ୍ତାରେ ରିଲ୍ସ ବା ଭିଡିଓ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ…

Sciatica Pain:ପିଠିର ତଳ ଭାଗରୁ ପାଦ ପର୍ଯ୍ୟନ୍ତ ଯନ୍ତ୍ରଣା ହେଉଛି କି? ମାଡିବସିଛି ଏହି ରୋଗ …

ଭୁବନେଶ୍ବର: ସାଇଟିକା ଏକ ଏପରି ଅବସ୍ଥା ଯେଉଁଥିରେ ପିଠିର ତଳ ଭାଗରୁ ଗୋଡ ପର୍ଯ୍ୟନ୍ତ ସ୍ନାୟୁରେ ଚାପ ଏବଂ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ସାଇଟିକା ସ୍ନାୟୁ ପ୍ରଭାବିତ ହେବା ଯୋଗୁଁ ହୋଇଥାଏ। ସାଇଟିକା ଯନ୍ତ୍ରଣା କେବଳ ଶାରୀରିକ ପୀଡା ଦେଇନଥାଏ ବରଂ ଦୈନନ୍ଦିନ କାର୍ଯ୍ୟ କରିବାରେ ମଧ୍ୟ…

US Tech Is A Risk: ଆମେରିକାର ଟେକ୍ନୋଲୋଜି ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଏକ ବିପଦ; GTRI ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତ ଆମେରିକୀୟ ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅତ୍ୟଧିକ ନିର୍ଭରଶୀଳ।  ଭୂରାଜନୈତିକ ଉତ୍ତେଜନା(geopolitical strain) ସମୟରେ ଆମେରିକାର ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ (US software, cloud services, and…

ବାଲିହରଚଣ୍ଡୀ ନିକଟରେ ଗଣଦୁଷ୍କର୍ମ ଅଭିଯୋଗ; ୩ ଅଟକ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ବାଲିହରଚଣ୍ଡୀ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି । ଗତ ଶନିବାର ସ୍ପେସଲ ସ୍କ୍ୱାର୍ଡ…

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ବାଇଶି ପାହାଚରେ ଟଳିପଡ଼ିଲେ ଭକ୍ତ

ପୁରୀ: ଜଗା ଦର୍ଶନ ହେଲା ଅନ୍ତିମ ଦର୍ଶନ । ଦର୍ଶନ କରିବାକୁ ଯାଉଥିବା ସମୟରେ ଜଣେ ଭକ୍ତଙ୍କ ଚାଲିଗଲା ଜୀବନ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରିବାର ସହ ଆସିଥିଲେ ମହିଳା । ମୃତ ଶ୍ରଦ୍ଧାଳୁ ହେଲେ ଖଣ୍ଡପଡା ଅଞ୍ଚଳର ମନ୍ଦାକିନୀ ସାହୁ  । ସୋମବାର…

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି। ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ…

କାଶ୍ମୀରରେ ପହଞ୍ଚିଲା ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲଗାଡ଼ି, ଜାଣନ୍ତୁ କାହିଁକି ଖାସ୍…

ନୂଆଦିଲ୍ଲୀ: ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ରେ ସେପ୍ଟେମ୍ବର ୧୨-୧୩ ରେ ସଫଳତାର ସହ ଚାଲିବିଡି ବାରୀରୁ ଅନନ୍ତନାଗରେ ପହଞ୍ଚିଥିଲା। ଏହି ଟ୍ରେନରେ ପ୍ରାୟ ୭୫୩ ମେଟ୍ରିକ୍ ଟନ୍ ଆଡଭାନ୍ସଡ୍ ୱିଣ୍ଟର ଷ୍ଟକିଙ୍ଗ (AWS)…

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ କାହିଁକି ଡେଇଁଲେ ମହିଳା…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ…

Naxalism wiped out in Bokaro: ନକ୍ସଲ ମୁକ୍ତ ହେଲା ଦେଶର ଏହି ଅଞ୍ଚଳ; ଗୃହମନ୍ତ୍ରୀ ଅମିତ ଶାହ କଲେ ଘୋଷଣା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି। ହଜାରିବାଗ ଜିଲ୍ଲାରେ ଏକ ଏନକାଉଣ୍ଟରରେ ତିନ ଜଣ ଟପ୍ ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ଗୃହମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ 'X' ରେ ଏହା ଘୋଷଣା କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘ଖାକୀ ମଉଜ’ ଉନ୍ମୋଚିତ 

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସ୍ଵରଚିତ ପୁସ୍ତକ "ଖାକୀ ମଉଜ" ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏଥିସହିତ ଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଏହି ପୁସ୍ତକ ସେ କଳାର ଏକ ସଫଳ…