Pitra Dosh Remedies: କୁଣ୍ଡଳୀରେ ପିତୃଦୋଷ ଅଛି ? ତେବେ ପିତୃପକ୍ଷ ସମୟରେ ଏହି ଉପାୟ କରନ୍ତୁ..
ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିତୃ ଦୋଷକୁ ବହୁତ ଗମ୍ଭୀର ବୋଲି ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ ଥାଏ, ତେବେ ସେ ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି।
କୁହାଯାଏ ଯେ ପିତୃ ଦୋଷ ପୂର୍ବ ଜନ୍ମରେ ହୋଇଥିବା ପାପର ଫଳ । ଜ୍ୟୋତିଷ…