କାଠମାଣ୍ଡୁରେ ଫସିଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଭାରତ ସରକାର
ନୂଆଦିଲ୍ଲୀ: ଗତ ୩ ଦିନ ଧରି ନେପାଳରେ ଅଶାନ୍ତି ଏବଂ ହିଂସା ମଧ୍ୟରେ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି। ଏଥିସହିତ ତ୍ରିଭୁବନ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି।
ଏପରି ପରିସ୍ଥିତିରେ କାଠମାଣ୍ଡୁ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ…