Latest Odisha News

BREAKING NEWS

ଧରାଲି ବିପର୍ଯ୍ୟୟରେ ୬୬ ନିଖୋଜ;ତାଲିକାରେ ରହିଛନ୍ତି ୨୪ ନେପାଳୀ ନାଗରିକ

ଡେରାଡୁନ:୫ ଅଗଷ୍ଟ ୨୦୨୫ରେ ଉତ୍ତରକାଶୀର ଧରାଲିରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟର ଆଜି (୧୨ ଅଗଷ୍ଟ ମଙ୍ଗଳବାର) ୮ମ ଦିନରେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ଧାରାଲି ବିପର୍ଯ୍ୟୟରେ ନିଖୋଜ ଏବଂ ମୃତ ବ୍ୟକ୍ତିଙ୍କ ଏକ ନୂତନ ତାଲିକା ପ୍ରକାଶ କରିଛି।…

ଓଡ଼ିଶାରେ ୪୨ ଲକ୍ଷ ଭୋଟ୍ ଚୋରୀ ହୋଇଛି: କଂଗ୍ରେସ

ପୁରୀ: ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି । ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି…

ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହିତ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଆକଳନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି…

୨୪ ବର୍ଷ ପରେ ଚେନ୍ନାଇରୁ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ଓଡ଼ିଶା ପୋଲିସ୍

ବ୍ରହ୍ମପୁର: ୨୪ ବର୍ଷ ଧରି ଫେରାର ଥିବା ଚେନ୍ନାଇରେ ଜଣେ ହତ୍ୟା ଅଭିଯୁକ୍ତକୁ ସୋମବାର ଦିନ ଗିରଫ କରାଯାଇଛି। ସେଠାରେ ସେ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲେ। ଗଞ୍ଜାମ ଜିଲ୍ଲାର କେରାଣ୍ଡିଟୋଲା ଗ୍ରାମର ବାସିନ୍ଦା ଉଦୟ ପ୍ରଧାନ (୫୨) ଓରଫ ଗଣେଶ ନାମରେ କାମ କରୁଥିଲେ। ସୂଚନା…

ରିଷଭ ପନ୍ତଙ୍କୁ ପସନ୍ଦ କରନ୍ତି ହେଡେନଙ୍କ ଝିଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଦର୍ଶନ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ ସେ ସମସ୍ତ ଫର୍ମାଟରେ ଖେଳିବା ଜାରୀ ରଖିଛନ୍ତି । ଇତି ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ…

ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଭବନ ନିକଟରେ ମଙ୍ଗଳବାର ଦିନ ଜଣେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିଛି ପୋଲିସ। ପ୍ରାଥମିକ ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କୋଟାସିଙ୍ଗା ଅଞ୍ଚଳର ଦୁଇଜଣ ନାବାଳିକା ଝିଅ ସହିତ ବିଧାନସଭା ଭବନ ଅଭିମୁଖେ ଯାଉଥିବା ସମୟରେ ପୋଲିସ…

ରାହୁଲଙ୍କ ପରି ଭୋଟକୁ ପ୍ରସଙ୍ଗ କରିବ କି ବିଜେଡି !

ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ଉଠୁଛି ପଡୁଛି ଦେଶ ରାଜନୀତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀ ଇଣ୍ଡିଆ ମେଣ୍ଟରେ ଜୋଶ ଭରିଛି। ପୁରୁଣା କଥା ଭୁଲି ଏକାଠି ହେଲେଣି ବିଭିନ୍ନ ଦଳର ନେତା। ମମତା ହୁଅନ୍ତୁ କି ଅଖିଳେଶ କିମ୍ବା…

କାହିଁକି କୁମ୍ଭୀରଙ୍କୁ ହତ୍ୟା କରୁଛନ୍ତି ନେତାନ୍ୟାହୁଙ୍କ ସେନା?, ସଫା କଲେଣି ୨୬୨ କୁମ୍ଭୀର….

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଅଧିକୃତ ପଶ୍ଚିମ କୂଳରେ ଏକ ବେଆଇନ ବସତି, ପେଟଜେଲ୍ ନିକଟରେ ଏକ ଫାର୍ମରେ ୨୬୨ କୁମ୍ଭୀରଙ୍କୁ ହତ୍ୟା କରିଛି । ସାକ୍ଷୀଙ୍କ ଉଦ୍ଧୃତିରେ ମିଡିଲ୍ ଇଷ୍ଟ ଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେନା ଏକ ହତ୍ୟା ଉପତ୍ୟକା ସୃଷ୍ଟି କରିଥିଲା, ଯେଉଁଥିରେ ସେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌, କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌। ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌। ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ…

ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା, ୩ ଜଣିଆ ତଦନ୍ତ କିମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଘଟଣା। ୩ ଜଣିଆ ତଦନ୍ତ କିମିଟି ଗଠନ କଲେ ବାଚସ୍ପତି ଓମ୍‌ ବିର୍ଲା। କମିଟିରେ ଅଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ…