Latest Odisha News

BREAKING NEWS

ଗାଡ଼ି ଧକ୍କାରେ ମା-ଝିଅଙ୍କ ମୃତ୍ୟୁ ଘଟଣା; ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ହାତରେ ମଦ ବୋତଲ

ଭୁବନେଶ୍ବର: ରାଜଧାନୀରେ ଶନିବାର ସନ୍ଧ୍ୟାରେ ଏକ ଏସୟୁଭି ଧକ୍କାରେ ମା- ଝିଅଙ୍କ ମୃତ୍ୟୁ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏସୟୁଭିର ମାଲିକଙ୍କୁ ଗିରଫ କରିପାରିନାହିଁ। ତେବେ ୨ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଏସୟୁଭି ଚିହ୍ନଟ…

ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫: ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ଓଡିଶାକୁ ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀ…

ବୁଲା କୁକୁରଙ୍କ ଉପରେ କଡ଼ା ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ଦେଲେ ଜନ୍ ଆବ୍ରାହମ, ସୁପ୍ରିମକୋର୍ଟଙ୍କୁ ଲେଖିଲେ…

ମୁମ୍ବାଇ: ବୁଲା କୁକୁର ଆକ୍ରମଣରେ ବଢୁଥିବା ଘଟଣା ଏବଂ ରେବିଜ୍ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି, ସୋମବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ଏହି ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ସେମାନଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଅନେକ…

‘ଜଲି ଏଲଏଲବି ୩’ ଟିଜର ରିଲିଜ୍; ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଅରଶଦ ୱାରସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ଜଲି ଏଲଏଲବି ୩କୁ ନେଇ ବର୍ତ୍ତମାନ୍ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଅରଶଦ ୱାରସି ମଧ୍ୟ ନଜର ଆସିବେ। ତେବେ ଜଲି ଏଲଏଲବି ୩ ର ଟିଜର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ…

ଅଭୟଚାନ୍ଦପୁର ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ନାବାଳିକା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ । ଅଭୟଚାନ୍ଦପୁର ଥାନାରେ ନାବାଳିକା କଲେ ଅଭିଯୋଗ । ଘରେ କେହି ନ ଥିବା ବେଳେ ୧୭ ବର୍ଷୀୟା ନାବାଳିକାକୁ…

ଶୁଭମନ ଗିଲଙ୍କୁ ମିିଳିଲା ଆଇସିସିର ଏହି ଖାସ ପୁରସ୍କାର

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟିଂ ଏବଂ ନେତୃତ୍ୱ ନେବାରେ ଦକ୍ଷତା ପ୍ରମାଣିତ କରିଥିଲେ । ଆକର୍ଷଣୀୟ ପ୍ରଦର୍ଶନ ନେଇ ଆଇସିସି ତାଙ୍କୁ ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର…

ନାବାଳିକାକୁ ବ୍ଲାକମେଲ କରୁଥିବା ଯୁବକକୁ ବିଜୟୱାଡାରୁ ଉଠାଇ ଆଣିଲା ପୋଲିସ

ପାରାଦ୍ଵୀପ: ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବ୍ଲାକମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟ‌ଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକ…

ଆଉ ହେବନି ‘ହରିଜନ’ ଶବ୍ଦର ବ୍ୟବହାର

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ 'ହରିଜନ' ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ 'ହରିଜନ' ଶବ୍ଦଟି କୌଣସି…

ବକ୍ସ ଅଫିସରେ ୫୦୦ କୋଟି ପାର କରିବା ପରେ, OTTରେ ରିଲିଜ୍ ହେବାକୁ ପ୍ରସ୍ତୁତ ‘ସୈୟାରା’

ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ସଫଳତା ପରେ, ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ରୋମାଣ୍ଟିକ ଡ୍ରାମା ‘ସୈୟାରା’ ଏବେ ଡିଜିଟାଲ ପ୍ଲାଟଫର୍ମରେ ଆସିବାକୁ ପ୍ରସ୍ତୁତ । ସିନେମା ହଲରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ, ଏବେ ଏହି ଫିଲ୍ମଟି ଖୁବ୍ ଶୀଘ୍ର ଦର୍ଶକଙ୍କୁ OTT ପ୍ଲାଟଫର୍ମରେ ମଧ୍ୟ…

ଇତିହାସ ରଚିଲେ ଡେୱାଲ୍ଡ ବ୍ରେଭିସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେୱାଲ୍ଡ ବ୍ରେଭିସ ଟି୨୦ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୬ ବଲରେ ୧୨୫ ରନର ଇନିଂସ ଖେଳିଥିଲେ । ଏଥିରେ ୧୨ ଚୌକା ଓ ୮ ଛକା ଥିଲା । ସେ ୪୧ ବଲରେ ଶତକ ହାସଲ କରିଥିଲେ । ଦକ୍ଷିଣ…