ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ
ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା।
ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ…