Latest Odisha News

BREAKING NEWS

MKCG Ragging: ପୁଣି ଏମକେସିଜିରେ ରାଗିଂ: ଦ୍ବିତୀୟ ବର୍ଷ MBBS ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି। ଜେନେରାଲ ବଡିଂ…

Naxal Surrender: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ

ରାଞ୍ଚି: ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ। ଏସପି କାର୍ଯ୍ୟଳୟରେ CRPF, ଓ ପୋଲିସ୍ ଉପସ୍ଥିତରେ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ୯ ନକ୍ସଲ JJMP ସଂଗଠନର ଥିବା ସୂଚନା। ସେମାନଙ୍କଠାରୁ ୧୨ ବନ୍ଧୁକ, ୫ AK ରାଇଫଲ୍, ୩ SLR, ୧୭୦୦ରୁ ଅଧିକ ଗୁଳି ଜବତ କରାଯାଇଛି।…

Bajaj: ବିଦେଶୀଙ୍କ ପସନ୍ଦ ପାଲଟିଲା ଭାରତୀୟ ବାଇକ୍, କମ୍ପାନୀର ରପ୍ତାନିରେ ବୃଦ୍ଧି

ନୂଆଦିଲ୍ଲୀ:ଚଳିତ ଅଗଷ୍ଟ ମାସରେ ଭାରତୀୟ ବଜାରରେ ବଜାଜ ଅଟୋର ମୋଟ ବିକ୍ରି ସଂଖ୍ୟାରେ ବୃଦ୍ଧି ପାଇଛି। କମ୍ପାନୀ ଗତ ମାସରେ ମୋଟ ୪,୧୭,୬୧୬ ୟୁନିଟ୍ ବିକ୍ରି କରିଛି, ଯାହା ଅଗଷ୍ଟ ୨୦୨୪ ରେ ବିକ୍ରି ହୋଇଥିବା ୩,୯୭,୮୦୪ ୟୁନିଟ୍ ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ। ଜୁଲାଇ ୨୦୨୫ ତୁଳନାରେ…

Weather Update: ଦକ୍ଷିଣ ଓଡ଼ିଶାରେ କାଚିବ ବର୍ଷା: ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଲଘୁଚାପ ଯୋଗୁଁ ପ୍ରବଳ ବର୍ଷିବ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ନେବ ରୂପ। ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି…

NAC ଘୋଷଣାରେ ସରକାରଙ୍କ ପାତରଅନ୍ତର, ବାଦ୍ ସ୍ଥାନକୁ ମାନ୍ୟତା ନଦେଲେ ବିଜେଡିର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଥିବା ବେଳେ, ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ…

ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍ ପକ୍ଷରୁ ୧ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ସ୍କିମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମର ଘୋଷଣା…

କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ। ତାଙ୍କ ପରିବାରରେ ଇଦ ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ସମସ୍ତ…

କାଜାକସ୍ତାନ ବିପକ୍ଷରେ ଭାରତର ଗୋଲ ବର୍ଷା, ଏଥର ସୁପର ଫୋର ମୁକାବିଲା ଉପରେ ନଜର

ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ…

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ସୋମବାର ରାଜସ୍ୱ ନିରୀକ୍ଷକ (RI), ICDS ସୁପରଭାଇଜର, ARI, ଅମିନ୍ ଏବଂ ଷ୍ଟାଟିଷ୍ଟିକ୍ଲ୍ ଫିଲ୍ଡ ସର୍ଭେୟର (SFS) ଭଳି ବିଭିନ୍ନ ପଦବୀର ପ୍ରାରମ୍ଭିକ ପରୀକ୍ଷା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା…

ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ…

ଭୁବନେଶ୍ୱର: ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା…