Latest Odisha News

BREAKING NEWS

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

ଓଟିପି ସ୍କାମ ମାମଲା, ଦେଶରେ ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଯୁକ୍ତ !

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେଙ୍କ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଓଟିପି ସେୟାରିଂର ସମ୍ବେଦନଶୀଳ ମାମଲାରେ ଆହୁରି ଅନେକ ଗୁମର ଫିଟିବାର ସମ୍ଭାବନା ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା…

ଅଡ଼ୁଆରେ ଡିଏନ୍‌ ଗ୍ରୁପ, ଲୁଚାଛପାରେ କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଛି !

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର…

ଆନନ୍ଦ ବଜାରରେ ଲାଗୁନି ଅବଢ଼ା ଦର ତାଲିକା, ମହାପ୍ରସାଦ ଦରକୁ ନେଇ ବଢ଼ୁଛି ମନମାନି

ପୁରୀ: ମହାପ୍ରସାଦକୁ ନେଇ ମନମାନି । କିଏ ଅଧିକା ଦରରେ ବିକୁଛି ତ ଆଉ କିଏ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତର ଆଶା ଥାଏ ସେ ଶ୍ରୀଜୀଉଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ପାଇବ ମହାପ୍ରସାଦ । ହେଲେ ଦିନକୁ ଦିନ ଆନନ୍ଦ ବଜାରରେ…

ଏମଟିଭି ରୋଡିଜ୍-୧୯: ଗ୍ୟାଙ୍ଗ୍ ଲିଡର୍ସଙ୍କୁ ମିଳିଲା ଦମଦାର ରୋଡିଜ୍, ଆରମ୍ଭ ହେଲା ଖେଳ

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ’ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା କାଣ୍ଡ୍‌' ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। କାରଣ ଗ୍ୟାଙ୍ଗ ଲିଡର୍ସ ଏବଂ ମନୋନୀତ ରୋଡିଜ ଏହି ସୋ’ର ଚର୍ଚ୍ଚାବିନ୍ଦୁ ପାଲଟିଛନ୍ତି। ଟିଭିର ଲୋକପ୍ରିୟ ଷ୍ଟଣ୍ଟ୍ ବେସ୍‌ଡ ରିଆଲିଟି ସୋ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା…

୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି: ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରାକର ମୋଟ ୯୦୨ ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିରେ ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ରହିଥିବା ବେଳେ ୨୬୦ଟି ଅଣଶିକ୍ଷକ ପଦ ରହିଛି। ଖୁବ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା…

ବାହାନଗା ଟ୍ରେନ ଦୁର୍ଘଟଣା: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ତିନି  ଅଭିଯୁକ୍ତ 

ବାଲେଶ୍ୱର:ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି  ଅଭିଯୁକ୍ତ  ପୁଣି ୪ ଦିନିଆ ରିମାଣ୍ଡରେ ଗଲେ । ପ୍ରଥମ ରିମାଣ୍ଡ ସରିବା ପରେ ସେମାଙ୍କୁ କୋର୍ଟରେ  କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ବାହାନଗା ରେଳ ଦୁର୍ଘଟଣାର…

ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କୁ ଆନନ୍ଦ ଭବନରେ ଭେଟିଲେ କଂଗ୍ରେସ ବିଧାୟକ ମୋକିମ

କଟକ: କଟକ ଆନନ୍ଦ ଭବନରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଅଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ଝିଅ ଦିଲ୍ଲୀ ପଟ୍ଟନାୟକ ଓ ରେଖା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଘର ଜରାଜୀର୍ଣ୍ଣ ହୋଇ ପଡିଥିବାବେଳେ ଆଗରେ ଘାସି ଉଠିଛି ।  ଅବସର ନେବା ପରେ ଦିଲ୍ଲୀପଙ୍କ ପାଖରେ ଅର୍ଥ ରୋଜଗାରର ମାଧ୍ୟମ…

ମିଶନ ଚନ୍ଦ୍ରଯାନ: ୬୦୦ କୋଟି ଖର୍ଚ୍ଚ କରି ଚନ୍ଦ୍ରରେ କଣ ହାତେଇବାକୁ ଚାହୁଁଛି ଭାରତ ?

ଭୁବନେଶ୍ୱର: ୨ ଦଶନ୍ଧିରେ ତୃତୀୟ ମିଶନ । ଚନ୍ଦ୍ରରେ ପହଞ୍ଚିବାକୁ ପୁଣି ଥରେ ଭାରତର ପ୍ରୟାସ । ଶେଷଥର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨କୁ ମହାକାଶକୁ ପଠାଇଥିଲା । ଯେଉଁଥିରେ ଉତକ୍ଷେପଣକୁ ବାଦ୍ ଦେଲେ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ…

ଭାରତ ବିଭିନ୍ନ ସଂସ୍କୃତି ଓ ଜାତିର ମିଶ୍ରଣ, କୌଣସି ଧର୍ମକୁ ନାହିଁ ବିପଦ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଭିନ୍ନ ସଂସ୍କୃତି ଏବଂ ଧର୍ମର ମିଶ୍ରଣ ଅଟେ। ଯାହା ଶତାବ୍ଦୀ ଧରି ସମନ୍ୱୟ ରକ୍ଷା କରିଆସୁଛି। ଦେଶରେ ଇସଲାମର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଗର୍ବର ସ୍ଥାନ ରହିଛି। ଭାରତରେ କୌଣସି ଧର୍ମକୁ…