ରାଜ୍ୟର ପାଣିପାଗ ଓ କୃଷି ଉପଦେଶ ମଡେଲର ପ୍ରଶଂସା କଲେ ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମର
ଭୁବନେଶ୍ୱର: ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର(Nobel Laureate Michael Kremer) ଏବଂ ତାଙ୍କର ୧୨ ଜଣିଆ ଦଳ ୩୦ ଅଗଷ୍ଟ ୨୦୨୫ ରେ କୃଷି ଭବନ ପରିଦର୍ଶନ କରିଛନ୍ତି ।
ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଏବଂ ଏହାର…