Latest Odisha News

BREAKING NEWS

Japan snubs US: ଜାପାନରେ ମୋଦି, ରାତାରାତି ବଢିଗଲା ଟ୍ରମ୍ପଙ୍କ ବିପି!

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି, ଯାହା କେବଳ ଶତ୍ରୁମାନଙ୍କୁ ନୁହେଁ ବରଂ ବନ୍ଧୁ ଦେଶମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଯାହାର ପ୍ରଭାବରେ ଏବେ ଅଧା ଦେଶ ପ୍ରଭାବିତ ହୋଇଛି । ବିଶେଷକରି ଭାରତ ବିରୁଦ୍ଧରେ ୫୦…

Severe Winter This Year: ବର୍ଷାର ତାଣ୍ଡବ ଦେଖିଲା….ଏବେ ହାଡ଼ଭଙ୍ଗା ଶୀତରେ ଥରିବ ଭାରତ…..

ନୂଆଦିଲ୍ଲୀ: ଏବର୍ଷ ଭଲ ରକମର ବର୍ଷା ହୋଇଛି । ଏତେ ପରିମାଣର ହୋଇଛି ଯେ ଅନେକଙ୍କ ଆଶା, ସ୍ବପ୍ନ, ପରିବାର ସବୁ କିଛି ଭସାଇ ନେଇଛି । ଏବେ ପର୍ଯ୍ୟନ୍ତ ବି ବର୍ଷାର ବିତ୍ପାତ ଦେଶ କିଛି ଅଞ୍ଚଳରେ ତାର କରାଳ ରୂପ ଦେଖାଉଛି । ଏବର୍ଷ ବଙ୍ଗୋପସାଗର ଏବଂ ଆରବ ସାଗରରେ ନୂଆ ପ୍ରଣାଳୀର ନିରନ୍ତର…

ସେପ୍ଟେମ୍ବର ୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ସୂଚନା ଦେଇଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନବ ମନୋନୀତ…

BCCI President: ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି

ନୂଆଦିଲ୍ଲୀ: ରୋଜର ବିନ୍ନି ଆଉ ବିସିସିଆଇ ଅଧ୍ୟକ୍ଷ ପଦରେ ନାହାନ୍ତି। ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଗଣମାଧ୍ୟରେ ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ଏବେ ରାଜୀବ…

Cloudburst: ରୁଦ୍ରପ୍ରୟାଗର ବାସୁକେଦାରରେ ବାଦଲଫଟା ବର୍ଷା; ପ୍ରବଳ କ୍ଷୟକ୍ଷତ ସହ ୮ ନିଖୋଜ

ଡେରାଡୁନ:ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି। ରୁଦ୍ରପ୍ରୟାଗ ଏବଂ ଚମୋଲିରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତିର ଖବର ଆସିଛି। ଏହି ଘଟଣା ରୁଦ୍ରପ୍ରୟାଗର ତହସିଲ ବାସୁକେଦାର ଅଞ୍ଚଳ ଅନ୍ତର୍ଗତ ବଡେଥ୍ ଡୁଙ୍ଗର ତୋକ ଏବଂ ଚମୋଲିର ଦେୱାଲ ଅଞ୍ଚଳରେ ଘଟିଛି। କିଛି ପରିବାର…

International Monetary Fund: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣଙ୍କୁ ବଡ଼ ଦାୟିତ୍ୱ, ଅନ୍ତର୍ଜାତୀୟ ମୁଦ୍ରା…

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ଉର୍ଜିତ ପଟେଲଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ। ଆଗାମୀ ୩ ବର୍ଷ ପାଇଁ କ୍ୟାବିନେଟ୍ ନିଯୁକ୍ତି କମିଟି ଦେଲା ଅନୁମୋଦନ। ପିଟିଆଇ ଖବର ଅନୁଯାୟୀ, ପଟେଲ ୪…

PM Modi in Tokyo: ‘ଜାପାନ ଟେକ୍ ପାୱାର ହାଉସ୍, ଇଣ୍ଡିଆ ଟ୍ୟାଲେଣ୍ଟ ପାୱାର ହାଉସ୍’, ମୋଦିଙ୍କ ନୂଆ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବେ ୨ ଦିନିଆ ଜାପାନ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିଛନ୍ତି । ତାଙ୍କ ଭାଷଣରେ, ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ପ୍ରତିଭା ସହିତ ଚିତ୍ର ପରିବର୍ତ୍ତନ କରିବା ବିଷୟରେ…

Man Abused PM Modi: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ୨ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ୨ ଜଣ ଗିରଫ। ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ବିହାର ପୋଲିସ୍। ଦରଭଙ୍ଗା ରାଲିରେ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ‘ଭୋଟ ଅଧିକାର…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଏହି ୯ ଟ୍ରେନ ଚଳାଚଳରେ ବିଳମ୍ବ

ଭୁବନେଶ୍ୱର: ବିଜୟନଗରମ ସିଗନେଚର ବ୍ରିଜରେ ଶୁକ୍ରବାର ଦିନ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ପାଞ୍ଚଟି ୱାଗନ୍ ଟ୍ରାକରୁ ଖସି ପଡ଼ିଛି। ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତିରେ ଅନୁସାରେ, ୱାଲ୍ଟେୟାର ଡିଭିଜନ ଅନ୍ତର୍ଗତ ବିଜୟନଗରମ ରେଳ ଷ୍ଟେସନ ୟାର୍ଡରେ ଏହି ଦୁର୍ଘଟଣା ଘଟିଥିଲା।…

BJP and Congress clash: ମୁହାଁମୁହିଁ ହେଲେ କଂଗ୍ରେସ ଏବଂ ବିଜେପି କର୍ମୀ; ଲାଠି, ବାଡି ଧରି ପରସ୍ପରକୁ କଲେ…

ପାଟନା: ବିହାର ପାଟନାରେ କଂଗ୍ରେସ ମୁଖ୍ୟାଳୟରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମହା ସଂଘର୍ଷ ଦେଖିବାକୁ ମିଳିଛି । ପରସ୍ପର ଉପରେ ଠେଙ୍ଗା ବାଡି ଧରି ମାଡ଼ କରିଛନ୍ତି ଦଳୀୟ କର୍ମୀ । ବିଜେପି ଅଭିଯୋଗ କରିଛି ଯେ ପ୍ରଦର୍ଶନ ସମୟରେ କଂଗ୍ରେସ କର୍ମୀମାନେ ପଥର ଫିଙ୍ଗିଛନ୍ତି । ତେବେ…