Latest Odisha News

BREAKING NEWS

Rahul Gandhi’s Bihar Rally: ରାହୁଲ ଗାନ୍ଧୀଙ୍କ ବିହାର ରାଲି: ତେଜିଲା ବିବାଦ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର୍ଗତ…

ନୂଆଦିଲ୍ଲୀ/ଭୁବନେଶ୍ବର: ବିହାରରେ ଚାଲିଥିବା 'ଭୋଟର ଅଧିକାର ଯାତ୍ରା' ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡିର ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର୍ଗତ ମା'ଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିବା ପରେ ଏବେ ନୂଆ ରାଜନୈତିକ ଝଡ଼ ସୃଷ୍ଟି…

ST/SC Conference: ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଆରମ୍ଭ, ଉଦଘାଟନ କଲେ ଓମ୍ ବିର୍ଲା

ଭୁବନେଶ୍ୱର: ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର…

JD Vance, US President: ଟ୍ରମ୍ପଙ୍କ ସ୍ଥାନ ନେବେ କି ଉପରାଷ୍ଟ୍ରପତି ଜେଡି ଭାନ୍ସ?, ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ନେଇ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଦେଶଗୁଡ଼ିକୁ ଏବେ ଟାରିଫ୍ ଦଲଦଲକୁ ଟାଣିବାକୁ ଚାହୁଁଥିବା ବେଳେ, ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ବଡ ଦାବି କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ଜେଡି ଭାନ୍ସ ଏକ ଭୟାନକ ଏବଂ ଦୁଃଖଦ…

Odisha High Court: ନାବାଳିକାଙ୍କୁ ଦେହଜୀବୀ ବୃତ୍ତିରେ ନିୟୋଜିତ କରିବା ଘଟଣା, ପୁରୀ ହୋଟେଲର ଆବେଦନ ଖାରଜ କଲେ…

କଟକ: ଜଣେ ନାବାଳିକାକୁ ଦେହଜୀବୀ ବୃତ୍ତିରେ ଲିପ୍ତ କରାଯିବା ବାସ୍ତବରେ ଏକ ଉଦବେଗଜନକ ଘଟଣା ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅପ୍ରାପ୍ତ ବୟସ୍କଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ହୋଟେଲକୁ ତିନି ବର୍ଷ ପାଇଁ ବନ୍ଦ ପାଇଁ ପୁରୀ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଦାନ…

PM Modi Japan Visit: ଜାପାନରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଭବ୍ୟ ସ୍ବାଗତ, ରାଜସ୍ଥାନୀ ସଙ୍ଗୀତ ସାଙ୍ଗକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ ଜାପାନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ ୧୫ ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ମୋଦି ଜାପାନରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟଙ୍କ ପକ୍ଷରୁ…

Weather Update: ଦୁର୍ବଳ ହେଉଛି ଲଘୁଚାପ, ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଆଗାମୀ ୫ ଦିନ ଆହୁରି ବର୍ଷିବ। ଆସନ୍ତା ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ…

Eyesight Care Tips: ଦୈନନ୍ଦିନ ଜୀବନରେ କରୁଥିବା ଏହି ଭୁଲ.. ଆଖିକୁ କରେ ଦୁର୍ବଳ !

ଭୁବନେଶ୍ବର:ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ଆଜିକାଲି ଆଖି ସହିତ ଜଡିତ ଅନେକ ସମସ୍ୟା ଦେଖାଯାଉଛି। ପୂର୍ବରୁ ବୟସ ବଢ଼ିବା ସହିତ ଦୃଷ୍ଟିଶକ୍ତି ହ୍ରାସ ପାଉଥିଲା।ବର୍ତ୍ତମାନ ଲୋକଙ୍କ ଦୃଷ୍ଟିଶକ୍ତି କମ୍ ବୟସରେ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ୫ ବର୍ଷର ପିଲାଙ୍କଠାରୁ ଆରମ୍ଭ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ; ଭାଙ୍ଗିଲା ଦୋକାନ ଓ ଦୁଇଟି ଘର, ଚାଲିଗଲା..

ଗଞ୍ଜାମ: ଢଉଗାଁ ଛକରେ ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଦୁଇଟି ଘର ଉପରେ ମଡ଼ାଇଦେଲା । ସୂଚନାଥାଉକି, ଟ୍ରକ୍‌ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର…

Suicide: ନିଜକୁ ଜାଳି ଦେଲେ ଆଇନଜୀବୀ;କାରଣ ଅସ୍ପଷ୍ଟ

ଭୁବନେଶ୍ବର:ରାଜଧାନୀରେ ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ମଞ୍ଚେଶ୍ବର ଥାନା ପାଣ୍ଡରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌…

Women Safety Report: ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ରହିଛି ଓଡିଶାର ଏହି ସହର…

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ । ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ସ୍ଥାନ ପାଇଛି । ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ…