Ramayana-Themed Wax Museum: ଏଠାରେ ନିର୍ମିତ ହେଲା ବିଶ୍ୱର ପ୍ରଥମ ମହମ ରାମାୟଣ ସଂଗ୍ରହାଳୟ
ଅଯୋଧ୍ୟା: ରାମ ଜନ୍ମଭୂମି ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ, ଅଯୋଧ୍ୟା ଏବେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରସ୍ତୁତ। ତ୍ରେତୟା ଯୁଗକୁ ପୁନଃନିର୍ମାଣ କରି ବିଶ୍ୱର ପ୍ରଥମ ରାମାୟଣ ମହମ ସଂଗ୍ରହାଳୟ ନିର୍ମାଣ ଶେଷ ହୋଇଛି।
ଦୀପୋତ୍ସବ ପାଳନ ସମୟରେ ମୁଖ୍ୟମନ୍ତ୍ରୀ…