Naxals surrender: ୩୦ ମାଓବାଦୀଙ୍କ ଆତ୍ମସମର୍ପଣ;ସରକାରଙ୍କ ଯୋଜନା ଦ୍ୱାରା ପ୍ରଭାବିତ ହୋଇ …
ମାଲକାନଗିରି: ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୩୦ ଜଣ ମାଓବାଦୀ ବିଜାପୁର ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ମାଓବାଦୀଙ୍କ ମୁଣ୍ଡରେ ପୁରସ୍କାର ରହିଥିଲା । ସେମାନଙ୍କ ଉପରେ ମୋଟ ୮୧ ଲକ୍ଷ ଟଙ୍କାର ପୁରସ୍କାର…