Latest Odisha News

BREAKING NEWS

ଅକ୍ଟୋବର ୧ରୁ ବଦଳିବ FDର ନିୟମ! ଟଙ୍କା ରଖିବା ପୂର୍ବରୁ ଥରେ ପଢିନିଅନ୍ତୁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍‌ ବା FD କରୁଛନ୍ତି, ତେବେ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଜାଣି ରଖିବା ଜରୁରୀ। RBI ପକ୍ଷରୁ FDର ସୁଧ ହାର ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ତେବେ ଏହାର ଅର୍ଥ ଅକ୍ଟୋବର ୧ରୁ…

Monsoon Session: ଆରମ୍ଭରୁ ହଙ୍ଗାମା, ଶୋକ ପ୍ରସ୍ତାବ ପରେ ଗୃହରେ ହଟ୍ଟଗୋଳ; ୧ଟା ୧୦ ପର୍ଯ୍ୟନ୍ତ ମୁଲତବୀ ହେଲା…

ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ୍‌ ଓ…

ମାଲକାନଗିରି ଓ ନବରଙ୍ଗପୁର ସମେତ ଏସବୁ ଜିଲ୍ଲାରେ ୩ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ…

Jamui Student Assault: ଦେଖିପାରିବେନି ଭିଡିଓ…ବିହାର ରାସ୍ତାରେ ନାବାଳିକାଙ୍କ ସହ କିଛି ଏମିତି ଘଟିଲା, ଛାତି ଥରାଇ…

ପାଟନା: ବିହାରର ଜମୁଇ ଘଟଣାକୁ ନେଇ ଏବେ ପୂରା ଦେଶକୁ ଦୋହଲାଇ ରଖିଦେଇଛି । ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ରାସ୍ତା ଉପରେ ଜଣେ ନାବାଳକ ଓ ନାବାଳିକାଙ୍କ ସହ କଥିତ ଦୁର୍ବ୍ୟବହାରର ଭିଡିଓ ଭାଇରାଲ ହେବା ପରେ ଘଟଣା ସମସ୍ତତଙ୍କୁ ବ୍ୟଥିତ କରିଛି । ନାବାଳିକାଙ୍କ ସହ ସର୍ବସାଧାରଣ ସ୍ଥାନରେ…

ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ଅବପାତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଶକ୍ତିଶାଳୀ ହେବା ଫଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ସୂଚନା ଦେଇଛି ଯେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ 'ଗଭୀର ଅବପାତ'ରେ ପରିଣତ ହେବାର ସମ୍ଭାବନା…

Minister Breaks Down: ମେୟର ନିର୍ବାଚନ ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ମନ୍ତ୍ରୀ, କହିଲେ, ‘ଧୋକା…

ଅଲଓ୍ବର: ରାଜସ୍ଥାନର ଅଲୱରରେ ମେୟର ନିର୍ବାଚନ ପରେ ଭାବବିହ୍ୱଳ ହୋଇପଡ଼ିଲେ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଶର୍ମା। ଭାରତୀୟ ଜନତା ପାର୍ଟିର ସୁମନଲତା ଅଗ୍ରୱାଲ ଅଲୱର ନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ମନ୍ତ୍ରୀଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ଅଲୱର ନଗର ନିଗମର ଦାୟିତ୍ୱ…

ଭିଜିଲାନ୍ସ ଜାଲରେ PEO, ୬ ସ୍ଥାନରେ ଚଢାଉ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ସେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍…

ଓଡ଼ିଶା ଉପକୂଳରେ ଗ୍ୟାସର ଭଣ୍ଡାର ଠାବ, କୋଣାର୍କରୁ ୪୩ କିମି. ଦୂର…

ଭୁବନେଶ୍ୱର: ଓଏନଜିସି ଓଡ଼ିଶା ଉପକୂଳ ନିକଟସ୍ଥ ଗଭୀର ସମୁଦ୍ର ଅଞ୍ଚଳରେ ଥିବା ଏକ ଅନୁସନ୍ଧାନମୂଳକ କୂଅରେ ପ୍ରାକୃତିକ ଗ୍ୟାସ୍ ଠାବ କରିଛି। ରିପୋର୍ଟ ଅନୁଯାୟୀ, କୋଣାର୍କଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ଥିବା ମହାନଦୀ ଅବବାହିକାର MN-DW18-1-H-D କୂଅରେ ସେପ୍ଟେମ୍ବର ୧୮ ତାରିଖରେ ଏହି…

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ; ଗୋପାଳପୁରରୁ ୨୫୦ କିମି. ଦୂର, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଏକ 'ଗଭୀର ଅବପାତ'ର ରୂପ ନେଇଛି। ଏହି ସକ୍ରିୟ ପାଣିପାଗ ପ୍ରଣାଳୀ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଏବଂ କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ପ୍ରବଳ ବର୍ଷା ଆଶଙ୍କା; ଆଜିଠୁ ୨୪ ଯାଏଁ ଖୋର୍ଦ୍ଧାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଅବପାତ…