Indian Pangolin: କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ ବଜ୍ରକାପ୍ତା ବେପାରୀ, ଲକ୍ଷାଧିକ ଟଙ୍କାର କାତି ଜବତ
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ STF କବ୍ଜାରେ ବଜ୍ରକାପ୍ତା ବେପାରୀ। ବୌଦ୍ଧରୁ ଆଣି ଭୁବନେଶ୍ବରରେ ବିକୁଥିବା ବେଳେ ମାଡ଼ିବସିଲା ଏସଟିଏଫ। ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା ଅଙ୍ଗ ଜବତ ସହ ଅଭିଯୁକ୍ତ ଗିରଫ।
ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ। ସେ ଜୀବନ୍ତ…