Gaza Peace Deal: କିଏ ଜିତିଲା, ଇସ୍ରାଏଲ ନା ହମାସ?
ନୂଆଦିଲ୍ଲୀ: ଦୁଇ ବର୍ଷର ରକ୍ତପାତ ଏବଂ ଧ୍ୱଂସ ପରେ, ଶେଷରେ ଗାଜାରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ହମାସ ୨୦ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି। ପ୍ରତିବଦଳରେ, ଇସ୍ରାଏଲ…