Odisha Plus Two syllabus: ଯୁକ୍ତ ଦୁଇ ସିଲାବସରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀ ବିଷୟରେ ରହିବ ‘ପରିବେଶ…
କଟକ: ଯୁକ୍ତ ୨ ପାଠ୍ୟକ୍ରମ(Syllabus)ରେ ପରିବର୍ତ୍ତନ। ବାଧ୍ୟତାମୂଳ ଇଂରାଜୀରେ ରହିବ 'ପରିବେଶ ଶିକ୍ଷା' ୟୁନିଟ୍ ଅନ୍ତର୍ଭୁକ୍ତ ହୋଇଛି। MIL ବିଷୟରେ ଅନ୍ତର୍ଭୁକ୍ତ ହେଲା 'ମୂଲ୍ୟବୋଧ ଶିକ୍ଷା' ୟୁନିଟ୍। ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।
୨୦୨୫-୨୬ ଶିକ୍ଷା ବର୍ଷର…