Corrupt Employees: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ…
ଭୁବନେଶ୍ୱର: ଏଣିକି ସାବାଡ ହେବେ ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କଠାରୁ କେହି ବର୍ତ୍ତିପାରିବେନି। କାରଣ ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି।
ଦୁର୍ନୀତିଖୋରଙ୍କୁ…