ଭୁଶୁଡ଼ିଲା ଦରଘାର ଛାତ; ୫ ମୃତ, ଏକାଧିକ ଆହତ
ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି।
ହୁମାୟୁନଙ୍କ ମକବରା ପଛରେ ଥିବା ଫତେହ ଶାହଙ୍କ ଦରଘାର କାନ୍ଥ ଏବଂ ଛାତର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଦରଘା ଭିତରେ ଅନେକ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ଭଗ୍ନାବଶେଷ ତଳେ ଚାପି…