Latest Odisha News

BREAKING NEWS

ଆଲୋଚନା ପୂର୍ବରୁ ହିଁ ସତର୍କ କରାଇଦେଲେ ଟ୍ରମ୍ପ, କୌଣସି ଥିରେ ବି ମନା କରିପାରିବେନି ପୁଟିନ, ନହେଲେ…. 

ନୂଆଦିଲ୍ଲୀ: ସମାଧାନ ନହେଲେ ଭୋଗିବାକୁ ପଡ଼ିବ ପରିଣାମ। ଶୁକ୍ରବାର ଆଲାସ୍କାରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବନ୍ଦ କରିବାକୁ ରାଜି…

ଅରୁଣଙ୍କ ବେହାଲ ବର୍ଷାରେ ଭିଜିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ 'ସାଇତା ସତ' ପୁସ୍ତକ ଏବଂ 'ବେହାଲ୍ ବର୍ଷା' ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସକ୍ରିୟ ଲଘୁଚାପ, ଆଜି ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ କିଛି ଘଣ୍ଟାରେ ଘନିଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Chromeକୁ କିଣିବାକୁ ଚାହୁଁଛି ଏହି କମ୍ପାନୀ; ଦେଲେ ୨.୯୮ ଲକ୍ଷ କୋଟି ଟଙ୍କାର ଅଫର…

ନୂଆଦିଲ୍ଲୀ: AI ଷ୍ଟାର୍ଟଅପ୍ କମ୍ପାନୀ Perplexity AI ଏବେ Google ର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ୍ ବ୍ରାଉଜର ଉପରେ ନଜର ରଖିଛି, ଏହି AI କମ୍ପାନୀ Chrome କିଣିବା ପାଇଁ $34.5 ବିଲିୟନ ପ୍ରସ୍ତାବ ଦେଇଛି। ଏହି କମ୍ପାନୀ ର ମୂଲ୍ୟ $18 ବିଲିୟନ (1.57 ଲକ୍ଷ କୋଟି ଟଙ୍କା) ହୋଇଥିବାବେଳେ…

ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହେବା ପରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ନିହତ ମାଓବାଦୀ ଦୁଇ ଜଣ ହେଲେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର…

ସୁସ୍ଥ ଜୀବନ ପାଇଁ ଲୋଡ଼ା ପର୍ଯ୍ୟାପ୍ତ ନିଦ; ଅଭାବ ହେଲେ ଶରୀରରେ ଦେଖାଯାଏ ଏହି ଲକ୍ଷଣ

ଭୁବନେଶ୍ବର: ଆଜିକାଲିର ସମୟରେ ଅଧିକାଂଶ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ଏବଂ ବିଳମ୍ବରେ ଶୋଇଥାନ୍ତି। ପୁଣି ସେମାନେ ଅଫିସ୍ କିମ୍ବା କଲେଜ ପାଇଁ ସକାଳେ ଶୀଘ୍ର ଉଠିଥାନ୍ତି। ଯାହା ଫଳରେ ସେମାନଙ୍କୁ ପର୍ଯ୍ୟାପ୍ତ ନିଦ ହୁଏ ନାହିଁ। କିନ୍ତୁ ଆମ ପାଇଁ…

ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଏହି ଐତିହାସିକ ଉପଲବ୍ଧି କଲା ହାସଲ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି, ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (MT) ମାଲ ପରିବହନ ରେକର୍ଡ ହାସଲ କରିଛି । ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ୧୦.୭% ବୃଦ୍ଧି ଅଟେ । ଏହି ମାଇଲଖୁଣ୍ଟ ୨୦୨୪-୨୫…

ଉରି ସେନା ଶିବିର ଉପରେ ପାକିସ୍ତାନର ଆକ୍ରମଣ ପ୍ରୟାସ ବିଫଳ; ଜଣେ ଯବାନ ଶହୀଦ

ଶ୍ରୀନଗର: ଭାରତୀୟ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ BAT ଆକ୍ରମଣର ପ୍ରୟାସକୁ ପଣ୍ଡ କରିଦେଇଛନ୍ତି। ଉତ୍ତର କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ସେନା ଶିବିର ଉପରେ ଆକ୍ରମଣ କରିବାର ଏକ ବଡ଼ ପ୍ରୟାସକୁ ଭାରତୀୟ ସେନାର ସତର୍କ ଯବାନମାନେ ପଣ୍ଡ କରିଛନ୍ତି।…

ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ପିପିଲି ଅଞ୍ଚଳରେ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ଜଣାପଡ଼ିଛି। ପୀଡିତାଙ୍କ ନାମ ଅର୍ଚ୍ଚନା ଦାସ (୩୭) ବୋଲି ଚିହ୍ନଟ କରାଯାଇଛି। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ। ସୂଚନା ଅନୁଯାୟୀ, ଅର୍ଚ୍ଚନା…

ମୃତ୍ୟୁ ପରେ ଅଙ୍ଗ ଦାନ; ୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ

ଭୁବନେଶ୍ଵର: ଅଙ୍ଗଦାନଠୁ ମହତ କାର୍ଯ୍ୟ କିଛି ନାହିଁ। ଅଦ୍ୟାବଧି ରାଜ୍ୟରେ ୧୪ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ ହୋଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ…