ରାହୁଲଙ୍କୁ ସୁରଟ କୋର୍ଟଙ୍କ ଝଟକା: ‘ମୋଦି ସରନେମ’ ପାଇଁ ୨ ବର୍ଷ ଜେଲ ଦଣ୍ଡ କାଏମ ରଖିଲେ
ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ କୋର୍ଟଙ୍କ ଝଟକା । ରାହୁଲଙ୍କ ସଜା ଉପରେ ଲାଗିବନି ରୋକ୍ । ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରଟ କୋର୍ଟ । 'ମୋଦି ସରନେମ୍' ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ ।…