ଲଡୁରୁ ବାହାରିଲା ଆଙ୍ଗୁଠି; ଖୋଳତାଡ଼ ଆରମ୍ଭ କଲା FDA
ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡିମ୍ବେର ଏକ ମିଠା ଦୋକାନର ଲଡୁ ଭିତରୁ ଏକ ମଣିଷ ଆଙ୍ଗୁଠି ମିଳିଛି। ଯାହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହେ ବୁଡ୍ରୁକର…