Latest Odisha News

BREAKING NEWS

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ତେହରାନ: ଆମେରିକା ଏବେ ଆନୁଷ୍ଠାନିକ ଭାବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରବେଶ କରିଛି । ଇରାନ ଉପରେ ବଡ଼ ଆକ୍ରମଣ କରିଛି ଆମେରିକା । ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା । ଫଳରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି…

ଶ୍ରୀ ଭାଗବତ ସାର ୭୫: ଶ୍ରୀମଦ ଭାଗବତଙ୍କ ପରି ମହାନ ଗ୍ରନ୍ଥର ଧ୍ୱନିରେ ପ୍ରତ୍ୟେକ ମଣିଷଙ୍କ ଅନ୍ତର ଭକ୍ତି ରସରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ, ମୂଳ ସଂସ୍କୃତ ଭାଗବତଙ୍କର ଆକ୍ଷରିକ ଅନୁବାଦ ନୁହେଁ ଏହା ଥିଲା ଭାବାନୁବାଦ। କିନ୍ତୁ ଅଷ୍ଟାଦଶ ଶତାବ୍ଦୀରେ ଆଉ ଜଣେ ଓଡ଼ିଆଙ୍କ ଦ୍ୱାରା ସଂସ୍କୃତ ଭାଗବତର ଓଡ଼ିଆ ଅନୁବାଦ ହୋଇଥିଲା। ସେ ଥିଲେ…

“ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”ବାର୍ତ୍ତା ନେଇ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲା ଓଡ଼ିଶା ଖଣି…

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ପକ୍ଷରୁ ଏହାର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ପରିସରଠାରେ "ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଅଛି। ନିଗମ ଅଧିନସ୍ଥ ସମସ୍ତ ଖଣି ୟୁନିଟ୍, ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ…

ଦେଖନ୍ତୁ ଭିଡିଓ; ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ , ୮ ମୃତ

ବ୍ରାଜିଲ:ବ୍ରାଜିଲରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ମଝି ଆକାଶରେ ଏକ ହଟ୍ ଏୟାର ବେଲୁନରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୩ ଜଣ ଗୁରୁତର ହୋଇଛନ୍ତି। ସୂଚନାମୁତାବକ, ଆକାଶର…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର, କରାଗଲା କଟକ ସ୍ଥାନାନ୍ତର

ଭଦ୍ରକ:ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଲହୁଲୁହାଣ ହେଲେ ବ୍ୟବସାୟୀ । ଭଦ୍ରକ ଚରମ୍ପା ଛକ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଖବରମୁତାବକ, ୩ ଦୁର୍ବୃତ୍ତ ବାଇକରେ ଆସି…

ଓଡ଼ିଶାର ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ଆଣିଲେ ନନ୍ଦିତା

ଭୁବନେଶ୍ବର:ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଶନିବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଛନ୍ତି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହିତ…

ଡାଇରିଆ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ;ଚିକିତ୍ସା ସେବାକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଶନିବାର ଲୋକସେବା ଭବନରେ ବୈଠକରେ କହିଛନ୍ତି…

ଭାବି ବୋହୂ ସହ ଫେରାର ହେଲେ ଶ୍ଵଶୁର

ରାମପୁର: ଭାବି ବୋହୂ ସହ ଫେରାର ହେଲେ ଶଶୁର। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାର ଏକ ଗାଁରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ସମ୍ପର୍କ ଉପରେ ବିଶ୍ୱାସ ଉଠିଯିବ।   ରାମପୁରର ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିକଟରେ ତାଙ୍କ ପୁଅର ନିର୍ବନ୍ଧ କରିଥିଲେ। ଭୋଟ୍ ଥାନା ଅଞ୍ଚଳରେ ରହୁଥିବା ଏହି…

ସ୍କୁଲରେ ଅଚାନକ ପହଞ୍ଚି ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କଲେ ମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ସ୍କୁଲକୁ ଅଚାନକ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯାଞ୍ଚ କରିଛନ୍ତି ଓଡ଼ିଶା ବିଧାୟକ ମନୋରଞ୍ଜନ ଦ୍ୟାନ। ଚିକିଟି ବିଧାୟକ ଅଚାନକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବୁଲି…

ଆସନ୍ତା ୨୫ରେ ଆୟୋଜିତ ହେବ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫

ଭୁବନେଶ୍ବର: ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ଆୟୋଜିତ ହେବ । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ହେବ ଆଲୋଚନା । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ…