Reckless Car Stunts: ଷ୍ଟାଇଲ୍ ମାରିବା ମହଙ୍ଗା ପଡିଲା, ଗଣିଲେ ସିଧା ୧୦ ହଜାର ଜରିମାନା….
ଭୁବନେଶ୍ବର: ହାଇୱେ ଉପରେ ଷ୍ଟାଇଲ୍ ମାରିବା ମହଙ୍ଗା ପଡିଲା । ସିଧା ୧୦ ହଜାର ଜରିମାନା ଗଣିଲେ ଯୁବକ । ଗତ ଗୁରୁବାର ଭୁବନେଶ୍ୱରରେ ଦୁଇଜଣ ବ୍ୟକ୍ତି ଚଳନ୍ତା କାର ଡୋର ଖୋଲି ଗାଡିରୁ ଅଧା ବାହାରି, ଯାତ୍ରା ସମୟରେ ରାସ୍ତା ଉପରେ ଆତଙ୍କ ସୃଷ୍ଟି କରି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରୁଥିବା…