Latest Odisha News

BREAKING NEWS

ଭିଟାମିନ୍-E ଅଭାବରୁ ଏହି ରୋଗ ହେବାର ସମ୍ଭାବନା ଅଧିକ..

ଭୁବନେଶ୍ବର:ଭିଟାମିନ୍ ଇ ଏକ ଜରୁରୀ ଆଣ୍ଟିଅକ୍ସିଡାଣ୍ଟ ;ଯାହା ଶରୀରର କୋଷଗୁଡ଼ିକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରେ। ଏହା ଚର୍ମ, ଆଖି, ମାଂସପେଶୀ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ଶରୀରରେ ଏହାର…

ବରିଷ୍ଠ ନେତା ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ, ରାଜ୍ୟ ବିଜେପିର ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ…

ପହଞ୍ଚିଲେ ୟୁକେ ଟେକ୍ନିକାଲ ଏକ୍ସପର୍ଟ, ଏମଆରଓକୁ ସିଫ୍ଟ ହେଲା ବ୍ରିଟିଶ ନେଭିର F-35 ଯୁଦ୍ଧ ବିମାନ

କେରଳ: ପ୍ରାୟ ଏକ ମାସ ଧରି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛିଡା ହୋଇଥିବା ବ୍ରିଟିଶ ରୟାଲ ନୌସେନାର ହାଇ-ଟେକ୍ ଲଢ଼ୁଆ ବିମାନ F-35B ଶେଷରେ ରବିବାର ସ୍ଥାନାନ୍ତରିତ ହୋଇଛି। ବ୍ରିଟେନ ରୟାଲ ଏୟାରଫୋର୍ସର ଟେକ୍ନିକାଲ ଟିମ୍ ଏହାକୁ ମରାମତି କରି ଫେରସ୍ତ ନେଇଯିବାକୁ ଉଦ୍ୟମ…

ଏନ୍‌ଏଚ୍‌-୧୬ରେ ଓଲଟିଲା ବସ୍‌; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର:ଏନ୍‌ଏଚ୍‌-୧୬ରେ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବସ୍‌ଟି କଟକରୁ ବରୀ ଯିବା ବାଟରେ ଓଲଟି ପଡ଼ିଲା । ବସ୍‌ରେ ୪୫ରୁ…

ନିଆଁ ଲାଗିବା ଗୁଜବ ଶୁଣି ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ, ୧୮ ଆହତ

ନୂଆଦିଲ୍ଲୀ: ସ୍ପେନରୁ ମଞ୍ଚେଷ୍ଟର ଯାଉଥିବା ରୟାନ ଏୟାର ଫ୍ଲାଇଟରେ ନିଆଁ ଗୁଜବ ଯୋଗୁଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ଟେକଅଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଆଁ ଲାଗିବା ଆଲର୍ଟ ମିଳିଥିଲା ।   ଏହାପରେ ପ୍ଲେନକୁ ରନୱେରେ ଅଟକାଇ ଦିଆଯାଇଥିଲା । କର୍ମଚାରୀ…

ଆମ୍ବୁଲାନ୍ସ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଚରମ ଦାୟିତ୍ୱହୀନତା,ଜୀବନର ମୂଲ୍ୟ ୪ ଲକ୍ଷ ନୁହେଁ: ବିଜେଡି

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିବା…

ଗିଲ, ଆକାଶଦୀପ ଧ୍ୱଂସ କଲେ ଇଂଲଣ୍ଡର ବେଜବଲ ରଣନୀତି: ଏଜବାଷ୍ଟନରେ ଭାରତର ପ୍ରଥମ ବିଜୟ

ବର୍ମିଂହାମ: ଅଧିନାୟକ ଶୁଭମନ ଗିଲଙ୍କ ସ୍ମରଣୀୟ ବ୍ୟାଟିଂ ପରେ ଆକାଶଦୀପଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ..... ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଜବାଷ୍ଟନରେ ଭାରତର ଏହା ପ୍ରଥମ ବିଜୟ । ଅନ୍ତିମ ଦିବସରେ ଇଂଲଣ୍ଡ ନିକଟରେ ମ୍ୟାଚ ଡ୍ର କରିବା ସୁଯୋଗ ରହିଥିଲେ ମଧ୍ୟ ବେଜବଲ ରଣନୀତି…

ପକେଟ ଛୁରୀ, ହେୟାର କ୍ଲିପରେ ପ୍ରସବ କରାଇଲେ ସେନା ଡାକ୍ତର, ସବୁଠି ପ୍ରଶଂସା…

ଝାନ୍ସୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କ ସଫଳତାର ସହ ପ୍ରସବ କରାଯାଇଛି। ଏହି ପ୍ରସବ ପରେ ଝାନ୍ସୀ ସାମରିକ ହସ୍ପିଟାଲର ସେନା ଡାକ୍ତର ମେଜର ରୋହିତ ବାଚୱାଲାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ଖବର ଅନୁଯାୟୀ, ୩୧ ବର୍ଷୀୟ ମେଜର ରୋହିତ ବାଚୱାଲା…

ସୁନାବେଶରେ ଅଘଟଣ; ରାଧାବଲ୍ଲଭ ମଠରୁ ଖସିଗଲେ ଭକ୍ତ

ପୁରୀ:ପବିତ୍ର ସୁନାବେଶରେ ରାଧାବଲ୍ଲଭ ମଠରୁ ଖସି ଜଣେ ଭକ୍ତ ଗୁରୁତର । ସୂଚନାମୁତାବକ, ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠରେ ବସିଥିବାବେଳେ ଭକ୍ତଙ୍କୁ ମାଙ୍କଡ ଗୋଡାଇଥିଲା। ଏହି ସମୟରେ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ତଳକୁ ପଡିଯାଇଥିଲେ। ଜଗତସିଂହପୁର ପାଟେଳୀ ଗାଁର…

ରିଲ୍ସ ପାଇଁ ଟ୍ରାକରେ ଶୋଇଲେ ନାବାଳକ, ଅଳ୍ପକେ ବର୍ତ୍ତିଲା ଜୀବନ 

ଭୁବନେଶ୍ୱର: ଟ୍ରେନ ଟ୍ରାକରେ ସୋସିଆଲ ମିଡିଆ ରିଲ୍ସ କିମ୍ବା ଷ୍ଟଣ୍ଟ ଭିଡିଓ ତିଆରି କରିବାର ବିପଜ୍ଜନକ ଏବଂ ବେଆଇନ ଅଭ୍ୟାସ ବିରୁଦ୍ଧରେ ଲୋକମାନଙ୍କୁ ରବିବାର ଦିନ ସତର୍କ କରାଇଛି ପୂର୍ବତଟ ରେଳପଥ। ଏକ ବିବୃତ୍ତିରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୫ରେ ଏକ ଅଡିଓ-ଭିଡିଓ…