ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଖସିଲା ବୋଇଂ ସେୟାର
ଅହମ୍ମଦାବାଦ: ଆଜି ଅପରାହ୍ନ ସମୟରେ ଅହମ୍ମଦାବାଦରେ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀର ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।
ଆମେରିକାର ମାର୍କେଟରେ ଗୁରୁବାର ଦିନ ପ୍ରି ମାର୍କେଟ ଡିଲରେ ବୋଇଂର ସେୟାର ୭.୮% ହ୍ରାସ ପାଇ $୧୯୭.୩ (୧୬,୮୭୫ ଟଙ୍କା) ରେ…