‘ଭାରତ ପାଇଁ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହଁନ୍ତି ଟ୍ରମ୍ପ’, ବର୍ଷିଲେ ପ୍ରଖ୍ୟାତ ଅର୍ଥନୀତିଜ୍ଞ…
ନୂଆଦିଲ୍ଲୀ: ଭାରତ ପାଇଁ ଜଣେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଆମେରିକା ବାଣଜ୍ୟ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରି ଆମେରିକା ସରକାରଙ୍କ ଉପରେ ବର୍ଷିଲେ ଅଭିଜ୍ଞ ଅର୍ଥନୀତିଜ୍ଞ ଏବଂ କଲମ୍ବିଆ…