ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର, କମିଲା ୨୪ ଟଙ୍କା
ନୂଆଦିଲ୍ଲୀ: କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର୍ କମିଲା ଦର । ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଯାହା ଜୁନ୍ ୧ ତାରିଖରୁ ଲାଗୁ ହେବ ଅର୍ଥାତ୍ ଆଜିଠାରୁ ଲାଗୁ ହେଉଛି ।
ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ…